ସ୍ୱାସ୍ଥ୍ୟ ଠାରୁ ସୌନ୍ଦର୍ଯ୍ୟ ଯାଏଁ ସପୁରୀର ଉପକାରିତା

ଭୁବନେଶ୍ୱର: ସପୁରୀ ପାଟିକୁ ଯେତିକି ସୁଆଦିଆ ଲାଗେ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେମିତି ଉପକାରୀ। ତେବେ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ କିଭଳି କାମ କରେ ସପୁରୀ ଜାଣନ୍ତୁ ସେ ସଂପର୍କିତ ଖାସ୍‌ କଥା। ହଜମ କରେ: ସପୁରୀ ମଧ୍ୟରେ ବ୍ରୋମେଲେନ୍‌ (bromelain) ନାମକ ଏନଜାଇମ ରହିଛି ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। କିଛି ଲୋକ ଅଧିକ ମସଲା ଖାଦ୍ୟ ଓ ପ୍ରୋଟିନ୍‌ ଖାଦ୍ୟ ଖାଇଥାନ୍ତି। ତେବେ ହଜମ ପାଇଁ ଖାଦ୍ୟ […]

pineapple_fruit_plate

pineapple_fruit_plate

Rakesh Mallick
  • Published: Wednesday, 14 December 2016
  • Updated: 27 April 2017, 05:07 PM IST

Sports

Latest News

ଭୁବନେଶ୍ୱର: ସପୁରୀ ପାଟିକୁ ଯେତିକି ସୁଆଦିଆ ଲାଗେ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେମିତି ଉପକାରୀ। ତେବେ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ କିଭଳି କାମ କରେ ସପୁରୀ ଜାଣନ୍ତୁ ସେ ସଂପର୍କିତ ଖାସ୍‌ କଥା।

ହଜମ କରେ: ସପୁରୀ ମଧ୍ୟରେ ବ୍ରୋମେଲେନ୍‌ (bromelain) ନାମକ ଏନଜାଇମ ରହିଛି ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। କିଛି ଲୋକ ଅଧିକ ମସଲା ଖାଦ୍ୟ ଓ ପ୍ରୋଟିନ୍‌ ଖାଦ୍ୟ ଖାଇଥାନ୍ତି। ତେବେ ହଜମ ପାଇଁ ଖାଦ୍ୟ ଖାଇବା ପରେ   ଅଳ୍ପ ସପୁରୀରେ କଳା ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଖାଇପାରିବେ।

ଶ୍ୱାସ କିମ୍ବା କଫ ସମସ୍ୟା ଥିଲେ: ଯଦି ଆପଣଙ୍କୁ ଶ୍ୱାସ ରୋଗ କିମ୍ବା କଫ ସମସ୍ୟା ଥାଏ, ତେବେ ପ୍ରତିଦିନ ଦୁଇ ରୁ ତିନି ଖଣ୍ଡ ସପୁରୀ ଖାଇଲେ ଫୁସ୍‌ଫୁସ୍‌ ସଫା ରୁହେ ଏବଂ କଫ ଓ ଶ୍ୱାସ ଜନିତ ସମସ୍ୟା ଦୂର ହୁଏ।

ସକାଳ ଜଳଖିଆରେ ସପୁରୀ: ଅନେକ ଲୋକ ସକାଳର ଜଳଖିଆ ଖୁବ୍‌ କମ୍‌ ମାତ୍ରାର କରିଥାନ୍ତି। ତେବେ ଉପଯୁକ୍ତ ପରିମାଣର ଜଳଖିଆ ପାଇଁ ସପୁରୀ ସହ କଦଳୀ, ସେଓର ଏକ ଫ୍ରୁଟ୍‌ ସାଲାଡ ଖାଇପାରିବେ। ଯାହା ପେଟ ବି ପୁରିବ ଓ ସ୍ୱାସ୍ଥ୍ୟ ବି ଭଲ ରହିବ।

କିଡନୀରେ ଷ୍ଟୋନ୍‌: କଡନୀରେ ଷ୍ଟୋନ୍‌ ପାଇଁ ଯନ୍ତ୍ରଣା ହେଉଥିଲେ ପ୍ରତିଦିନ ଏକ ଗ୍ଲାସ୍‌ ସପୁରୀ ରସ ପିଅନ୍ତୁ ଯନ୍ତ୍ରଣାରୁ ଉପଶମ ମିଳିବ।

ପେଟରେ କୃମି: ଛୋଟ ପିଲାଙ୍କ ପେଟରେ କୃମି ସମସ୍ୟା ଏକ ସାଧାରଣ କଥା ହେଲେ ମଧ୍ୟ ଯନ୍ତ୍ରଣା ଦାୟକ। ପ୍ରତିଦିନ କିଛି ସପୁରୀ ଖଣ୍ଡ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଯନ୍ତ୍ରଣା କମିବା ସହ କୃମି ମଧ୍ୟ ମରିଯିବେ।

ମୁଖ ସମସ୍ୟା: ସପୁରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମୁଖ କର୍କଟ ଜନିତ ଜୀବାଣୁ ନଷ୍ଟ କରେ। ଏହା ଦାନ୍ତର ମାଢ଼ିକୁ ଶକ୍ତ ରଖେ ଫଳରେ ଦାନ୍ତ ମୂଳ ଢ଼ିଲା ହେବା ଆଶଙ୍କା ରୁହେ ନାହିଁ। ଦାନ୍ତ କ୍ଷୟ ସମସ୍ୟା ମଧ୍ୟ ଦୂରାଏ।

ସୌନ୍ଦର୍ଯ୍ୟ ପାଇଁ ସପୁରୀ: ଏଥିରେ ଥିବା ଆଷ୍ଟ୍ରିଜେଣ୍ଟ କେଶ ଝଡ଼ିବା ସମସ୍ୟା କମ୍‌ କରେ। ଚର୍ମ ଢ଼ିଲା ହେବାକୁ ଦିଏ ନାହିଁ। ମାଂସପେଶୀ ମଧ୍ୟ ଶକ୍ତ ରଖେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story