କେଶ ପାଇଁ ଭଲ ‘ଆଳୁ ପ୍ୟାକ୍‌’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ବ୍ୟଞ୍ଜନରେ ଆଳୁ ପଡ଼ିଥାଏ। ସମସ୍ତେ ପ୍ରାୟ ଆଳୁ ଖାଇବାକୁ ଭଲ ପା’ନ୍ତି। ତେବେ ଖାଦ୍ୟ ସହିତ ଏହାକୁ ସୁନ୍ଦର ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଏ। ତ୍ୱଚାରେ ହେଉଥିବା ଦାଗ ଓ ଡାର୍କ ସର୍କଲ୍‌କୁ ଭଲ କରିବା ପାଇଁ ଆଳୁର ସାହାଯ୍ୟ ନିଆଯାଏ। କେବଳ ତ୍ୱଚା ନୁହେଁ, ଆଳୁ କେଶ ପାଇଁ ମଧ୍ୟ ବହୁତ ଭଲ। ଏହା କେଶକୁ ମଜଭୁତ୍‌ କରିଥାଏ। ଯଦି ଆପଣଙ୍କର କେଶ ଝଡୁଛି କିମ୍ୱା ବୃଦ୍ଧି ହେଉନାହିଁ, […]

aalu

aalu

Puspanjali Panda
  • Published: Monday, 13 January 2020
  • Updated: 13 January 2020, 01:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ବ୍ୟଞ୍ଜନରେ ଆଳୁ ପଡ଼ିଥାଏ। ସମସ୍ତେ ପ୍ରାୟ ଆଳୁ ଖାଇବାକୁ ଭଲ ପା’ନ୍ତି। ତେବେ ଖାଦ୍ୟ ସହିତ ଏହାକୁ ସୁନ୍ଦର ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଏ। ତ୍ୱଚାରେ ହେଉଥିବା ଦାଗ ଓ ଡାର୍କ ସର୍କଲ୍‌କୁ ଭଲ କରିବା ପାଇଁ ଆଳୁର ସାହାଯ୍ୟ ନିଆଯାଏ। କେବଳ ତ୍ୱଚା ନୁହେଁ, ଆଳୁ କେଶ ପାଇଁ ମଧ୍ୟ ବହୁତ ଭଲ। ଏହା କେଶକୁ ମଜଭୁତ୍‌ କରିଥାଏ। ଯଦି ଆପଣଙ୍କର କେଶ ଝଡୁଛି କିମ୍ୱା ବୃଦ୍ଧି ହେଉନାହିଁ, ତା’ହେଲେ ଆଳୁର ପ୍ୟାକ୍ ତିଆରି କରି କେଶ ମୂଳରେ ଲଗାନ୍ତୁ ।

କେମିତି କରିବେ ଆଳୁ ପ୍ୟାକ୍‌

ଆଳୁକୁ ପେଷ୍ଟ କରି ଏହାର ଜୁସ୍‌ ବାହାର କରନ୍ତୁ। ଏହା ବ୍ୟତୀତ ଆପଣ ସେହି ପେଷ୍ଟରେ ୧ ଚାମଚ ଲେମ୍ୱୁ ରସ ଓ ୨ ଚାମଚ ଦହି ମିଶାଇ ମଧ୍ୟ ପ୍ୟାକ୍‌ ପ୍ରସ୍ତୁତ କରିପାରିବେ। ଏହି ପ୍ୟାକ୍‌କୁ କେଶ ମୂଳରେ ଲଗାଇ ମାଲିସ କରନ୍ତୁ। ପ୍ୟାକ୍‌କୁ ଲଗାଇ ସାରିବାର ୧ ଘଣ୍ଟା ପରେ କେଶକୁ ଶାମ୍ପୂରେ ଧୋଇ ଦିଅନ୍ତୁ।  ଏହିପରି ସପ୍ତାହକୁ ଦୁଇଥର କରନ୍ତୁ। ଏହାଦ୍ୱାରା କେଶ ସାଇନ୍‌ କରିବା ସହିତ ମୂଳ ମଜଭୁତ ହେବ।

ଆଳୁ ପ୍ୟାକ୍‌ରୁ କେଶକୁ କ’ଣ ସବୁ ଲାଭ ମିଳିଥାଏ

୧. ଆଳୁରେ ଥିବା ଭିଟାମିନ୍‌ ତତ୍ତ୍ୱ କେଶ ମୂଳକୁ ଅକ୍ସିଡାଇଜ୍‌ କରିଥାଏ। ଏହା ସହିତ କେଶ ମୂଳରେ ଥିବା କୋଲେଜନ୍‌ ଟିସୁକୁ ସୁସ୍ଥ ରଖିଥାଏ। ଏହି ଟିସୁ କେଶ ବୃଦ୍ଧିରେ ସହାୟକ ହୋଇଥାଏ।

୨. ଆଳୁରେ ଥିବା ଭିଟାମିନ୍‌ ସି, ବି ଓ ଆଇରନ୍‌ କେଶକୁ ମଜଭୁତ୍‌ କରି ଝଡ଼ିବା ସମସ୍ୟା ବନ୍ଦ କରିଥାଏ।

୩. କେଶ ପାଇଁ ଆଳୁ ପ୍ୟାକ୍‌ ଏକ କଣ୍ଡିସନର୍‌ ପରି କାମ କରିଥାଏ।

୪. ଯଦି କେଶ ଅଧିକ ଝଡୁଛି, ତା’ହେଲେ ଆଳୁ ପ୍ୟାକ୍‌ରେ ଲେମ୍ୱୁ ରସ ମିଶାଇ କେଶ ମୂଳରେ ମାଲିସ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story