Advertisment

ଶିବଲିଙ୍ଗରେ କ୍ଷୀର ଢାଳି ଦୂର କରନ୍ତୁ ଗ୍ରହଦୋଷ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ  ଗ୍ରହର ଭଲ ଓ ଖରାପ ସ୍ଥିତି ଜୀବନ ଉପରେ ପ୍ରଭାବ ପକାଇଥାଏ। ଗ୍ରହ ଭଲ ସ୍ଥିତିରେ ଥିଲେ ଜୀବନରେ ସୁଖ ଶାନ୍ତି ବଜାୟ ରହେ। ସେହିପରି ଗ୍ରହ ଖରାପ ସ୍ଥିତିରେ ରହିଲେ ଜୀବନରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଆପଣ ମଧ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଥିଲେ ଗ୍ରହ ସହ ଜଡ଼ିତ ଛୋଟ ଛୋଟ ଉପାୟ ବିଷୟରେ ଜାଣି ସମସ୍ୟା ଗୁଡ଼ିକୁ  ଦୂର କରିପାରିବେ । କୁଣ୍ଡଳୀରେ ଚନ୍ଦ୍ର ଦୋଷ ଥିଲେ […]

ଶିବଲିଙ୍ଗରେ କ୍ଷୀର ଢାଳି ଦୂର କରନ୍ତୁ ଗ୍ରହଦୋଷ
Advertisment

ଜ୍ୟୋତିଷ ଶାସ୍ତ୍ର ଅନୁସାରେ  ଗ୍ରହର ଭଲ ଓ ଖରାପ ସ୍ଥିତି ଜୀବନ ଉପରେ ପ୍ରଭାବ ପକାଇଥାଏ। ଗ୍ରହ ଭଲ ସ୍ଥିତିରେ ଥିଲେ ଜୀବନରେ ସୁଖ ଶାନ୍ତି ବଜାୟ ରହେ। ସେହିପରି ଗ୍ରହ ଖରାପ ସ୍ଥିତିରେ ରହିଲେ ଜୀବନରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଆପଣ ମଧ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଥିଲେ ଗ୍ରହ ସହ ଜଡ଼ିତ ଛୋଟ ଛୋଟ ଉପାୟ ବିଷୟରେ ଜାଣି ସମସ୍ୟା ଗୁଡ଼ିକୁ  ଦୂର କରିପାରିବେ ।

Advertisment
  • କୁଣ୍ଡଳୀରେ ଚନ୍ଦ୍ର ଦୋଷ ଥିଲେ ସୋମବାର ଦିନ କଞ୍ଚା କ୍ଷୀର ଶିବ ଲିଙ୍ଗ ଉପରେ ଢାଳନ୍ତୁ। ଏପରି କଲେ ଚନ୍ଦ୍ରଙ୍କ କୋପ ଦୃଷ୍ଟି ଦୂର ହୋଇଥାଏ।
  • କୁଣ୍ଡଳୀରେ ଗୁରୁ ଦୋଷ ଥିଲେ କିମ୍ୱା ବିବାହରେ ବାଧା ଉପୁଜୁଥିଲେ ଶିବଲିଙ୍ଗରେ କେଶର ଓ ହଳଦୀ ମିଶା କ୍ଷୀର ଚଢାନ୍ତୁ।
  • ମଙ୍ଗଳଙ୍କ କୁଦୃଷ୍ଟିରୁ ବଞ୍ଚିବା ଲାଗି  ଶିବଲିଙ୍ଗ ଉପରେ ବେଲ ପତ୍ର ଅଭିଷେକ କରାନ୍ତୁ। ଏପରି କଲେ ଜୀବନରେ ସକାରାତ୍ମକ ପ୍ରଭାବ ପଡିଥାଏ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe