/odisha-reporter/media/post_attachments/uploads/2016/09/testing-blood-sugar.jpg)
testing-blood-sugar
ଭୁବନେଶ୍ୱର: ଡାଇବେଟିସ୍ ରୋଗ ସଂପର୍କରେ ତ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରିଡାଇବେଟିସ୍ ଶୁଣିବାକୁ ନୂଆ ଲାଗିଲେ ବି ଭୟଙ୍କର । ଶରୀରରେ ଇନସୁଲିନର ମାତ୍ରା କମିଲେ ଡାଇବେଟିସ୍ ରୋଗ ହୁଏ, କିନ୍ତୁ ପ୍ରିଡାଇବେଟିସ୍ କ୍ଷେତ୍ରରେ ରକ୍ତରେ ଶର୍କରାର ମାତ୍ରା ବଢ଼ିଥାଏ। ପ୍ରିଡାଇବେଟିସକୁ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ଏହା କିଛି ବର୍ଷ ମଧ୍ୟରେ ଟାଇପ୍ ଟୁ ଡାଇବେଟିସର ରୂପ ନେଇଥାଏ । ଅଧିକ ସମୟ ଧରି ଭୋକରେ ରହିବା, ଅଧିକ ଶୋଷ ହେବା, ଓଜନ ବଢ଼ିବା, ବାରମ୍ବାର ପରିଶ୍ରା ଲାଗିବା, ଆଖିକୁ ଝାପସା ଦେଖାଯିବା ପରି ସମସ୍ୟା କିମ୍ବା ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ପ୍ରିଡାଇବେଟିସ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
