ଭୁବନେଶ୍ୱର: ଡାଇବେଟିସ୍ ରୋଗ ସଂପର୍କରେ ତ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରିଡାଇବେଟିସ୍ ଶୁଣିବାକୁ ନୂଆ ଲାଗିଲେ ବି ଭୟଙ୍କର । ଶରୀରରେ ଇନସୁଲିନର ମାତ୍ରା କମିଲେ ଡାଇବେଟିସ୍ ରୋଗ ହୁଏ, କିନ୍ତୁ ପ୍ରିଡାଇବେଟିସ୍ କ୍ଷେତ୍ରରେ ରକ୍ତରେ ଶର୍କରାର ମାତ୍ରା ବଢ଼ିଥାଏ। ପ୍ରିଡାଇବେଟିସକୁ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ଏହା କିଛି ବର୍ଷ ମଧ୍ୟରେ ଟାଇପ୍ ଟୁ ଡାଇବେଟିସର ରୂପ ନେଇଥାଏ । ଅଧିକ ସମୟ ଧରି ଭୋକରେ ରହିବା, ଅଧିକ ଶୋଷ ହେବା, ଓଜନ ବଢ଼ିବା, ବାରମ୍ବାର ପରିଶ୍ରା ଲାଗିବା, ଆଖିକୁ ଝାପସା ଦେଖାଯିବା ପରି ସମସ୍ୟା କିମ୍ବା ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ପ୍ରିଡାଇବେଟିସ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...