ପ୍ରିଡାଇବେଟିସ୍ ବି ହୋଇପାରେ ଭୟଙ୍କର

ଭୁବନେଶ୍ୱର: ଡାଇବେଟିସ୍ ରୋଗ ସଂପର୍କରେ ତ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରିଡାଇବେଟିସ୍ ଶୁଣିବାକୁ ନୂଆ ଲାଗିଲେ ବି ଭୟଙ୍କର । ଶରୀରରେ ଇନସୁଲିନର ମାତ୍ରା କମିଲେ ଡାଇବେଟିସ୍‌ ରୋଗ ହୁଏ, କିନ୍ତୁ ପ୍ରିଡାଇବେଟିସ୍ କ୍ଷେତ୍ରରେ ରକ୍ତରେ ଶର୍କରାର ମାତ୍ରା ବଢ଼ିଥାଏ। ପ୍ରିଡାଇବେଟିସକୁ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ଏହା କିଛି ବର୍ଷ ମଧ୍ୟରେ ଟାଇପ୍ ଟୁ ଡାଇବେଟିସର ରୂପ ନେଇଥାଏ । ଅଧିକ ସମୟ ଧରି ଭୋକରେ ରହିବା, ଅଧିକ ଶୋଷ […]

testing-blood-sugar

Rakesh Mallick
  • Published: Saturday, 17 September 2016
  • , Updated: 27 April 2017, 05:10 PM IST

ଭୁବନେଶ୍ୱର: ଡାଇବେଟିସ୍ ରୋଗ ସଂପର୍କରେ ତ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରିଡାଇବେଟିସ୍ ଶୁଣିବାକୁ ନୂଆ ଲାଗିଲେ ବି ଭୟଙ୍କର । ଶରୀରରେ ଇନସୁଲିନର ମାତ୍ରା କମିଲେ ଡାଇବେଟିସ୍‌ ରୋଗ ହୁଏ, କିନ୍ତୁ ପ୍ରିଡାଇବେଟିସ୍ କ୍ଷେତ୍ରରେ ରକ୍ତରେ ଶର୍କରାର ମାତ୍ରା ବଢ଼ିଥାଏ। ପ୍ରିଡାଇବେଟିସକୁ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ଏହା କିଛି ବର୍ଷ ମଧ୍ୟରେ ଟାଇପ୍ ଟୁ ଡାଇବେଟିସର ରୂପ ନେଇଥାଏ । ଅଧିକ ସମୟ ଧରି ଭୋକରେ ରହିବା, ଅଧିକ ଶୋଷ ହେବା, ଓଜନ ବଢ଼ିବା, ବାରମ୍ବାର ପରିଶ୍ରା ଲାଗିବା, ଆଖିକୁ ଝାପସା ଦେଖାଯିବା ପରି ସମସ୍ୟା କିମ୍ବା ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ପ୍ରିଡାଇବେଟିସ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

Related story