ଲଞ୍ଚ୍‌ରେ ପରଷନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ପଲାଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଘରେ ପଲାଉ ନିଶ୍ଚୟ ପ୍ରସ୍ତୁତ କରୁଥିବେ। ତେବେ ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ପଲାଉ ପ୍ରସ୍ତୁତି ସମ୍ପର୍କରେ କହିବୁ। ଆବଶ୍ୟକ ସାମଗ୍ରୀ: ବଡ଼ ଚିଙ୍ଗୁଡ଼ି, ବାସୁମତୀ ଅରୁଆ ଚାଉଳ, କ୍ୟାପ୍ସିକମ୍, ଗାଜର୍‌, ଅଦା, ପିଆଜ, ଡାଲଚିନି, ଲବଙ୍ଗ, ଗୁଜୁରାତି, ତେଜପତ୍ର, ଲେମ୍ବୁରସ, ରିଫାଇନ୍‌ ତେଲ, ବଟର୍‌ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ଲେମ୍ବୁରସ ଗୋଳାଇ ରଖନ୍ତୁ। ଚାଉଳକୁ ମଧ୍ୟ […]

prawn

prawn

Chinmayee Roy
  • Published: Wednesday, 10 October 2018
  • Updated: 10 October 2018, 07:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଘରେ ପଲାଉ ନିଶ୍ଚୟ ପ୍ରସ୍ତୁତ କରୁଥିବେ। ତେବେ ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ପଲାଉ ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ବଡ଼ ଚିଙ୍ଗୁଡ଼ି, ବାସୁମତୀ ଅରୁଆ ଚାଉଳ, କ୍ୟାପ୍ସିକମ୍, ଗାଜର୍‌, ଅଦା, ପିଆଜ, ଡାଲଚିନି, ଲବଙ୍ଗ, ଗୁଜୁରାତି, ତେଜପତ୍ର, ଲେମ୍ବୁରସ, ରିଫାଇନ୍‌ ତେଲ, ବଟର୍‌ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ଲେମ୍ବୁରସ ଗୋଳାଇ ରଖନ୍ତୁ। ଚାଉଳକୁ ମଧ୍ୟ ଧୋଇ ରଖନ୍ତୁ। ଏବ ଏକ ବଡ଼ ପାତ୍ରରେ ତେଲ ଓ ବଟର୍‌ ମିଶାଇ ଗରମ କରନ୍ତୁ। ସେଥିରେ ତେଜପତ୍ର, ଡାଲଚିନି, ଲବଙ୍ଗ ଓ ଗୁଜୁରାତି ପକାନ୍ତୁ। ପରେ କଟା ପିଆଜ, କଟା ଅଦା, କଟା ଗାଜର ଓ କ୍ୟାପ୍ସିକମ୍‌କୁ ପକାଇ ଅଳ୍ପ ସମୟ ଭାଜନ୍ତୁ। ପରିବା ଅଳ୍ପ ଭାଜି ହୋଇଗଲେ, ଏଥିରେ ଚିଙ୍ଗୁଡ଼ିକୁ ପକାନ୍ତୁ।

ବର୍ତ୍ତମାନ ଏଥିରେ ଧୁଆ ହୋଇଥିବା ଚାଉଳ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଚାଉଳର ଦୁଇଗୁଣା ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବରେ ଗୋଳାଇ ଢାଙ୍କୁଣି ଦେଇ ଦିଅନ୍ତୁ। ଚାଉଳ ସିଝିବା ପର୍ଯ୍ୟନ୍ତ ଏହାକୁ କମ୍‌ ଆଞ୍ଚରେ ରାନ୍ଧନ୍ତୁ। ପଲାଉ ହୋଇଗଲେ ଏହାକୁ ଚୁଲିରୁ ଓହ୍ଲାଇ ଏହା ଉପରେ ଗରମ ମସଲା ଗୁଣ୍ଡ ଓ ଏକ ଚାମଚ ବଟର୍‌ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚିଙ୍ଗୁଡି ପଲାଉ। ଲଞ୍ଚ୍‌ରେ ନିଜେ ଖା'ନ୍ତୁ ଓ ଅନ୍ୟ ସମସ୍ତଙ୍କୁ ଖୁଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story