/odisha-reporter/media/post_attachments/uploads/2017/05/pppppppppppppp.jpg)
pppppppppppppp
ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା। ନିଜର ବହୁମୁଖୀ ପ୍ରତିଭା ପାଇଁ କମ୍ ସମୟରେ ବଲିଉଡ୍ରେ ବେଶ ସଫଳ ହୋଇପାରିଛନ୍ତି। ନିଜର ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ସ୍ଥାନ ହାସଲ କରିପାରିଛନ୍ତି ପ୍ରିୟଙ୍କା । ତେବେ ଆସନ୍ତୁ ଜାଣିବା ପ୍ରିୟଙ୍କା ସୌନ୍ଦର୍ଯ୍ୟ ଓ ଫିଟ୍ନେସ୍ର ସ୍ରିକେଟ୍।
Advertisment
୧- ମୁହଁର ସୌନ୍ଦର୍ଯ୍ୟ ପାଇଁ ସେ ଟୋନିଂ ଓ କ୍ଲିନିଙ୍ଗ୍ କରନ୍ତି। ମଇଶ୍ଚରାଇଜିଂ ବି କରନ୍ତି।
୨- ପ୍ରିୟଙ୍କା ଖାଇବା ପିଇବାରେ ସ୍ପେଶାଲ୍ ଯତ୍ନ ନିଅନ୍ତି। ଫଳ ଜୁସ ସହ ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି।
Advertisment
୩- ତ୍ୱଚାର ନମନୀୟତା ପାଇଁ ପ୍ରତିଦିନ ଅଧିକରୁ ଅଧିକ ପାଣି ପିଅନ୍ତି।
ସୌଜନ୍ୟ- ଖାସ ଖବର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
