କିପରି ସୁନ୍ଦର ଓ ଫିଟ୍‌ ରହୁଛନ୍ତି ପ୍ରିୟଙ୍କା? ଖୋଲି ଗଲା ଗୁମର

ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା। ନିଜର ବହୁମୁଖୀ ପ୍ରତିଭା ପାଇଁ କମ୍‌ ସମୟରେ ବଲିଉଡ୍‌ରେ ବେଶ ସଫଳ ହୋଇପାରିଛନ୍ତି। ନିଜର ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ସ୍ଥାନ ହାସଲ କରିପାରିଛନ୍ତି ପ୍ରିୟଙ୍କା । ତେବେ ଆସନ୍ତୁ ଜାଣିବା ପ୍ରିୟଙ୍କା ସୌନ୍ଦର୍ଯ୍ୟ ଓ ଫିଟ୍‌ନେସ୍‌ର ସ୍ରିକେଟ୍‌। ୧- ମୁହଁର ସୌନ୍ଦର୍ଯ୍ୟ ପାଇଁ ସେ ଟୋନିଂ ଓ କ୍ଲିନିଙ୍ଗ୍ କରନ୍ତି। ମଇଶ୍ଚରାଇଜିଂ ବି କରନ୍ତି। ୨- ପ୍ରିୟଙ୍କା ଖାଇବା ପିଇବାରେ ସ୍ପେଶାଲ୍‌ ଯତ୍ନ ନିଅନ୍ତି। ଫଳ ଜୁସ ସହ ସବୁଜ ପନିପରିବା […]

pppppppppppppp

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 02:45 PM IST

ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା। ନିଜର ବହୁମୁଖୀ ପ୍ରତିଭା ପାଇଁ କମ୍‌ ସମୟରେ ବଲିଉଡ୍‌ରେ ବେଶ ସଫଳ ହୋଇପାରିଛନ୍ତି। ନିଜର ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ସ୍ଥାନ ହାସଲ କରିପାରିଛନ୍ତି ପ୍ରିୟଙ୍କା । ତେବେ ଆସନ୍ତୁ ଜାଣିବା ପ୍ରିୟଙ୍କା ସୌନ୍ଦର୍ଯ୍ୟ ଓ ଫିଟ୍‌ନେସ୍‌ର ସ୍ରିକେଟ୍‌।

୧- ମୁହଁର ସୌନ୍ଦର୍ଯ୍ୟ ପାଇଁ ସେ ଟୋନିଂ ଓ କ୍ଲିନିଙ୍ଗ୍ କରନ୍ତି। ମଇଶ୍ଚରାଇଜିଂ ବି କରନ୍ତି।

୨- ପ୍ରିୟଙ୍କା ଖାଇବା ପିଇବାରେ ସ୍ପେଶାଲ୍‌ ଯତ୍ନ ନିଅନ୍ତି। ଫଳ ଜୁସ ସହ ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି।

୩- ତ୍ୱଚାର ନମନୀୟତା ପାଇଁ ପ୍ରତିଦିନ ଅଧିକରୁ ଅଧିକ ପାଣି ପିଅନ୍ତି।

ସୌଜନ୍ୟ- ଖାସ ଖବର

Related story