Advertisment

ବସି ରହିଲେ ମାଡି ବସେ ରୋଗ: ପଢନ୍ତୁ ଫିଟନେସ୍‌ ମନ୍ତ୍ର

ଆପଣ ଅଧିକ ସମୟ ଅଫିସରେ ବସି ରହି କାମ କରୁଛନ୍ତି କି? ଯଦି ଏହାର ଉତ୍ତର ହଁ…ତେବେ ତୁରନ୍ତୁ ବଦଳାନ୍ତୁ ଆପଣଙ୍କ ଅଭ୍ୟାସ। କାରଣ ଘଣ୍ଟା ଘଣ୍ଟା ଧରି ବସି ରହିଲେ, ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।   ୧- ଅଧିକ ସମୟ ବସିବା ଦ୍ୱାରା ମସ୍ତିଷ୍କ ଧିମା ହୋଇଯାଇଥାଏ। କିଛି କାମ କରି ନ ଥାଏ। ରକ୍ତ ସଞ୍ଚାରଣ ଠିକ୍‌ ଭାବରେ ହୋଇ ନ ଥାଏ। ୨-  ଯଦି ଗୋଟିଏ ଦିନ ବସି […]

author-image
Rakesh Mallick
ଅଦ୍ୟତନ ହୋଇଛି
ବସି ରହିଲେ ମାଡି ବସେ ରୋଗ: ପଢନ୍ତୁ ଫିଟନେସ୍‌ ମନ୍ତ୍ର

Pain-Prevention-at-the

ଆପଣ ଅଧିକ ସମୟ ଅଫିସରେ ବସି ରହି କାମ କରୁଛନ୍ତି କି? ଯଦି ଏହାର ଉତ୍ତର ହଁ...ତେବେ ତୁରନ୍ତୁ ବଦଳାନ୍ତୁ ଆପଣଙ୍କ ଅଭ୍ୟାସ। କାରଣ ଘଣ୍ଟା ଘଣ୍ଟା ଧରି ବସି ରହିଲେ, ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।  

Advertisment

୧- ଅଧିକ ସମୟ ବସିବା ଦ୍ୱାରା ମସ୍ତିଷ୍କ ଧିମା ହୋଇଯାଇଥାଏ। କିଛି କାମ କରି ନ ଥାଏ। ରକ୍ତ ସଞ୍ଚାରଣ ଠିକ୍‌ ଭାବରେ ହୋଇ ନ ଥାଏ।

୨-  ଯଦି ଗୋଟିଏ ଦିନ ବସି ରହୁଛନ୍ତି ତାହାହେଲେ ଅଧିକ ଇନସ୍ୟୁଲିନ୍‌  କ୍ଷରିତ ହୋଇଥାଏ। ମଧୁମେହ ରୋଗ ହେବାର  ଆଶଙ୍କା ଥାଏ।

Advertisment

୩- ଯଦି ଜଣେ ବ୍ୟକ୍ତି ସପ୍ତାହରେ ୨୩ ଘଣ୍ଟା ବସୁଥାଏ। ତାହାହେଲେ ହାର୍ଟ ଡିଜିଜ୍‌ ହେବାର ଆଶଙ୍କା ଅଧିକ ଥାଏ।

- ଜଣେ ବ୍ୟକ୍ତି ଦିନରେ ୨ଘଣ୍ଟା ବସିଲେ, ଶରୀରର ୨୦ପ୍ରତିଶତ ଭଲ କୋଲେଷ୍ଟରଲ ନଷ୍ଟ ହୋଇଯାଇଥାଏ।

୫- ଯଦି ଆପଣ  ଦିନ ତମାମ ବସି ରହୁଛନ୍ତି ତାହାହେଲେ ଏକ ଘଣ୍ଟା ବ୍ୟାୟମ କରୁଥିଲେ ତାହା ଯଥେଷ୍ଟ ନୁହଁ।