Advertisment

କଙ୍କଡ଼ା ସାରୁ ବେସର

ଆବଶ୍ୟକ ସାମଗ୍ରୀ : କଙ୍କଡ଼ା, ସିଝା ସାରୁ, ଅଦା ବଟା, ରସୁଣ ବଟା, କଟା ପିଆଜ, ଗରମ ମସଲା, ହଳଦୀ ଗୁଣ୍ଡ, ପଞ୍ଚ ଫୁଟଣ, ଧନିଆ ପତ୍ର, ତେଜ ପତ୍ର, ସୋରିଷ, ଜିରା ବଟା, ତେଲ ଓ ଲୁଣ ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଙ୍କଡ଼ାକୁ ସିଝାଇ ଲୁଣ ହଳଦୀ ଦେଇ ଭାଜି ରଖନ୍ତୁ। ଗ୍ୟାସ୍‌ ଲଗାଇ ତେଲ ଗରମ କରନ୍ତୁ। ଏହି ତେଲରେ ପଞ୍ଚ ଫୁଟଣ, ତେଜ ପତ୍ର, କଟା ପିଆଜ ଦେଇ ଭାଜନ୍ତୁ। କିଛି […]

author-image
Puspanjali Panda
କଙ୍କଡ଼ା ସାରୁ ବେସର

k222

ଆବଶ୍ୟକ ସାମଗ୍ରୀ : କଙ୍କଡ଼ା, ସିଝା ସାରୁ, ଅଦା ବଟା, ରସୁଣ ବଟା, କଟା ପିଆଜ, ଗରମ ମସଲା, ହଳଦୀ ଗୁଣ୍ଡ, ପଞ୍ଚ ଫୁଟଣ, ଧନିଆ ପତ୍ର, ତେଜ ପତ୍ର, ସୋରିଷ, ଜିରା ବଟା, ତେଲ ଓ ଲୁଣ

Advertisment

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଙ୍କଡ଼ାକୁ ସିଝାଇ ଲୁଣ ହଳଦୀ ଦେଇ ଭାଜି ରଖନ୍ତୁ। ଗ୍ୟାସ୍‌ ଲଗାଇ ତେଲ ଗରମ କରନ୍ତୁ। ଏହି ତେଲରେ ପଞ୍ଚ ଫୁଟଣ, ତେଜ ପତ୍ର, କଟା ପିଆଜ ଦେଇ ଭାଜନ୍ତୁ। କିଛି ସମୟ ପରେ ସେଥିରେ ସୋରିଷ ଜିରା ପେଷ୍ଟ, ଅଦା ପେଷ୍ଟ, ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ ଦେଇ କଷନ୍ତୁ। ମସଲା ପ୍ରସ୍ତୁତ ହୋଇଯିବା ପରେ ପୂର୍ବରୁ ରହିଥିବା ସିଝା ସାରୁ, ଭଜା କଙ୍କଡ଼ା, ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଶେଷରେ ଧନିଆ ପତ୍ର, ଜିରା ଗୁଣ୍ଡ ଦେଇ ୧୫ ମିନିଟ୍ ଫୁଟାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଙ୍କଡ଼ା ସାରୁ ବେସର।