ସାମଗ୍ରୀ- ଅଣ୍ଡା ସିଝା, ଲୁଣ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ , କଞ୍ଚାଲଙ୍କା, ଅଦା, ରସୁଣ ଓ ପିଆଜ ଚପ, ସୋରିଷ ତେଲ, ଜିରା ପାଉଡ଼ର, କଟା ଟମାଟୋ, ସୋରିଷ, ଅଦା ଓ ରସୁଣ ପେଷ୍ଟ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ଅଣ୍ଟାକୁ ଅଧା କାଟି ଦେବେ। ଏହାପରେ ସେଥିରେ ସୋରିଷ, ଅଦା, ରସୁଣ ପେଷ୍ଟ , ହଳଦି ପାଉଡର, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଅଦା, ରସୁଣ, ପିଆଜ ଚପ୍, ଜିରା ପାଉଡର, ଲୁଣ , କଟା ଟମାଟୋ ପକାଇ ଗୋଳାଇ ଦେବେ। ଏହାପରେ ପ୍ୟାନ୍ ଗରମ କରି ତେଲ ପକାଇବେ। ତେଲ ଗରମ ହେବା ପରେ ଅଣ୍ଟାକୁ ପକାଇବେ। ହାଲକା ଫ୍ରାଏ ହେବା ପରେ ଅଳ୍ପ ପାଣି ଦେଇ ୩,୪ ମିନିଟ ପର୍ଯ୍ୟନ୍ତ ଘୋଡ଼ଣୀ ଘୋଡ଼ାଇ ଦେବେ।
କିଛି ସମୟ ଫୁଟିବା ପରେ ପ୍ରସ୍ତୁତ ହୋଇଯିବ ଅଣ୍ଡା ବେସର ଚମଚମ। ଏବେ ଏହାକୁ ଗରମାଗରମ ପ୍ଲେଟରେ ସର୍ଭ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...