ଅଁଳା ନଡ଼ିଆ ଲଡ଼ୁ

ଆବଶ୍ୟକ ସାମଗ୍ରୀ: ନଡ଼ିଆ, ଅଁଳା, ଗୁଡ଼, କାଜୁ, ଅଖ୍ରୋଟ, ପିସ୍ତାବାଦାମ୍, କିସ୍‌ମିସ୍‌ ଓ ଗୁଜୁରାତି ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ରଖନ୍ତୁ ଓ ଅଁଳାକୁ ଛୋଟ ଛୋଟ କରି କାଟି ଗରମ ପାଣିରେ ସିଝାଇ ଦିଅନ୍ତୁ। ଏବେ କରେଇରେ ତେଲ ଗରମ କରି କାଜୁ, ଅଖ୍ରୋଟ, ଓ ପିସ୍ତାବାଦାମକୁ ଅଳ୍ପ ଭାଜି ରଖନ୍ତୁ। ବର୍ତ୍ତମାନ ଏକ ମାଟିହାଣ୍ଡିକୁ ଚୁଲିରେ ଗରମ କରି ସେଥିରେ ଗୁଡ଼ ପକାନ୍ତୁ। ଗୁଡ଼ ପାଗ ହୋଇଆସିବାପରେ ସେଥିରେ ନଡ଼ିଆ କୋରା […]

coconut-ladoo

coconut-ladoo

Chinmayee Roy
  • Published: Sunday, 17 November 2019
  • Updated: 17 November 2019, 03:13 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ନଡ଼ିଆ, ଅଁଳା, ଗୁଡ଼, କାଜୁ, ଅଖ୍ରୋଟ, ପିସ୍ତାବାଦାମ୍, କିସ୍‌ମିସ୍‌ ଓ ଗୁଜୁରାତି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ରଖନ୍ତୁ ଓ ଅଁଳାକୁ ଛୋଟ ଛୋଟ କରି କାଟି ଗରମ ପାଣିରେ ସିଝାଇ ଦିଅନ୍ତୁ। ଏବେ କରେଇରେ ତେଲ ଗରମ କରି କାଜୁ, ଅଖ୍ରୋଟ, ଓ ପିସ୍ତାବାଦାମକୁ ଅଳ୍ପ ଭାଜି ରଖନ୍ତୁ। ବର୍ତ୍ତମାନ ଏକ ମାଟିହାଣ୍ଡିକୁ ଚୁଲିରେ ଗରମ କରି ସେଥିରେ ଗୁଡ଼ ପକାନ୍ତୁ। ଗୁଡ଼ ପାଗ ହୋଇଆସିବାପରେ ସେଥିରେ ନଡ଼ିଆ କୋରା ପକାଇ ଗୋଳାନ୍ତୁ। ଏବେ ସେଥିରେ ଭଜାଯାଇଥିବା କାଜୁ, ଅଖ୍ରୋଟ, ପିସ୍ତାବାଦାମ୍, ସିଝା ଅଁଳା, କିସ୍‌ମିସ୍‌ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାନ୍ତୁ। ଏସବୁ ଭଲକରି ପାଗ ହୋଇଯିବା ପରେ ତାକୁ ଗୋଲ୍‌ ଗୋଲ୍‌ ବଲ୍‌ ଆକାର କରି ଗଢ଼ନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ଅଁଳା ନଡ଼ିଆ ଲଡ଼ୁ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story