ଘରେ ପ୍ରସ୍ତୁତ କରନ୍ତୁ ‘ବ୍ରେଡ୍‌ ପୁଡିଂ’- A recipe of crispy bread pudding

ଆବଶ୍ୟକ ସାମଗ୍ରୀ:  ବ୍ରେଡ୍‌ ଲହୁଣୀ କ୍ଷୀର ଚିନି ଗୁଜୁରାତି ଗୁଣ୍ଡ କିସ୍‌ମିସ୍‌ ଅଣ୍ଡା କ୍ରିମ୍‌ ପ୍ରସ୍ତୁତି ପ୍ରଣାଳୀ: ବ୍ରେଡ୍‌ରେ ଭଲ ଭାବେ ଲହୁଣୀ ଲଗାଇ ଏକ ପ୍ଲେଟ୍‌ରେ ସଜାଇ ରଖନ୍ତୁ । କ୍ଷୀର ଅଧା ହେବା ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ସିଝାନ୍ତୁ । ଏଥିରେ ଡବଲ କ୍ରିମ୍‌, ଚିନି ଏବଂ କିସ୍‌ମିସ୍‌ ପକାଇ କିଛି ସମୟ ଗୋଳାନ୍ତୁ । ଯେବେ ଏହା ଫୁଟିବା ଆରମ୍ଭ କରିବ ସେଥିରେ ଅଣ୍ଡା ଫେଣ୍ଟି ପକାନ୍ତୁ । ଲଗାତାର ଗୋଳାନ୍ତୁ, ଯେମିତି […]

5627-3-large

5627-3-large

Biswobandita Swain
  • Published: Monday, 04 February 2019
  • Updated: 04 September 2020, 02:29 PM IST

ଆବଶ୍ୟକ ସାମଗ୍ରୀ:

  •  ବ୍ରେଡ୍‌
  • ଲହୁଣୀ
  • କ୍ଷୀର
  • ଚିନି
  • ଗୁଜୁରାତି ଗୁଣ୍ଡ
  • କିସ୍‌ମିସ୍‌
  • ଅଣ୍ଡା
  • କ୍ରିମ୍‌

ପ୍ରସ୍ତୁତି ପ୍ରଣାଳୀ:

ବ୍ରେଡ୍‌ରେ ଭଲ ଭାବେ ଲହୁଣୀ ଲଗାଇ ଏକ ପ୍ଲେଟ୍‌ରେ ସଜାଇ ରଖନ୍ତୁ । କ୍ଷୀର ଅଧା ହେବା ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ସିଝାନ୍ତୁ । ଏଥିରେ ଡବଲ କ୍ରିମ୍‌, ଚିନି ଏବଂ କିସ୍‌ମିସ୍‌ ପକାଇ କିଛି ସମୟ ଗୋଳାନ୍ତୁ । ଯେବେ ଏହା ଫୁଟିବା ଆରମ୍ଭ କରିବ ସେଥିରେ ଅଣ୍ଡା ଫେଣ୍ଟି ପକାନ୍ତୁ । ଲଗାତାର ଗୋଳାନ୍ତୁ, ଯେମିତି ତଳେ ଲାଗି ନ ଯାଏ । ଏବେ କ୍ଷୀରର ଏହି ମିଶ୍ରଣକୁ ବ୍ରେଡ୍‌ ଉପରେ ଢାଳନ୍ତୁ । ଥଣ୍ଡା ହୋଇଗଲା ପରେ ଫ୍ରିଜ୍‌ରେ ଘଣ୍ଟାଏ ପର୍ଯ୍ୟନ୍ତ ଏହାକୁ ରଖନ୍ତୁ ଓ ଥଣ୍ଡା ଥଣ୍ଡା ଖାଆନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story