/odisha-reporter/media/post_attachments/uploads/2022/12/Untitled-1-106.jpg)
chicken-hong-kong
ଆବଶ୍ୟକସାମଗ୍ରୀ:ବୋନଲେସ୍ ଚିକେନ, ଚିକେନଷ୍ଟକ, ଲୁଣ, ଗୋଳମରିଚଗୁଣ୍ଡ, କର୍ଣ୍ଣଫ୍ଲୋର, ରିଫାଇନ , ସ୍ପ୍ରିଙ୍ଗଓନିଅନ, ଶୁଖିଲାଲଙ୍କା, ରେଡଚିଲିସସ୍, ସୋୟାସସ୍, ପିଆଜ, ଭିନେଗାର, ଅଣ୍ଡା।
Advertisment
ପ୍ରସ୍ତୁତିପ୍ରଣାଳୀ:ଏକପାତ୍ରରେବୋନଲେନସଚିକେନନେଇସେଥିରେଲୁଣ, ଗୋଳମରିଚଗୁଣ୍ଡ, କର୍ଣ୍ଣଫ୍ଲୋର, ଏକଅଣ୍ଡା ପକାଇଭଲଭାବେମିଶାଇଦିଅନ୍ତୁ।ଏହାକୁଅଧଘଣ୍ଟାପର୍ଯ୍ୟନ୍ତଘୋଡ଼ାଇରଖିଦିଅନ୍ତୁ।
ଏହାପରେଏକକରେଇରେତେଲଗରମକରିଏହାକୁଫ୍ରାଏକରନ୍ତୁ।ସେଥିରେସ୍ପ୍ରିଙ୍ଗଓନିଅନ, ଶୁଖିଲାଲଙ୍କାପକାନ୍ତୁ।ଏହାପରେସେଥିରେଚିଲିସସ୍, ସୋୟାସସ୍, ପିଆଜ, ଫ୍ରାଏଡଚିକେନ, ଲୁଣ, ଗୋଲମରିଚଗୁଣ୍ଡ, ଭିନେଗାରପକାଇଭଲଭାବେଗୋଳାନ୍ତୁ।
Advertisment
କର୍ଣ୍ଣଫ୍ଲୋରରେକିଛିପାଣିମିଶାଇଏହାକୁଚିକେନରେପକାନ୍ତୁ।ଏହାପରେସ୍ପ୍ରିଙ୍ଗଓନିଅନପକାଇ ଦିଅନ୍ତି।ଏବେପ୍ରସ୍ତୁତହୋଇଗଲାଚିକେନହଙ୍କକଙ୍ଗ।ଏହାକୁଭାତକିମ୍ବାରୁଟିସହିତଖାଆନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
