ଆବଶ୍ୟକ ସାମଗ୍ରୀ:
ନୁଡଲ୍ସ, କଟା ଗାଜର, କଟା କ୍ୟାପ୍ସିକମ୍, କଟା ବନ୍ଧା କୋବି, ଟମାଟୋ ସସ୍, କଟା ଧନିଆ ପତ୍ର, କଟା କଞ୍ଚା ଲଙ୍କା, ଚାଟ୍ ମସଲା, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ନୁଡଲ୍ସକୁ ସିଝାଇବା ଲାଗି ଏକ ବଡ଼ ପାତ୍ରରେ ପାଣି ଗରମ କରନ୍ତୁ। ଏଥିରେ ଅଳ୍ପ ଲୁଣ ଓ ଅଳ୍ପ ତେଲ ପକାନ୍ତୁ। ପାଣି ଗରମ ହୋଇଗଲା ପରେ ନୁଡଲ୍ସ ପକାଇ ୧୦ ମିନିଟ୍ ଯାଏ ସିଝାନ୍ତୁ। ନୁଡଲ୍ସ ସିଝିଗଲା ପରେ ଏହାକୁ ଛାଣି ଦିଅନ୍ତୁ।
ଏବେ ଏକ କଡ଼େଇରେ ତେଲ ଗରମ କରି ନୁଡଲ୍ସ ପକାଇ ହାଲୁକା ବ୍ରାଉନ୍ ହେବା ଯାଏ ଫ୍ରାଏ କରନ୍ତୁ। ଏହା ପରେ ଆଉ ଏକ କଡ଼େଇ କିମ୍ବା ପ୍ୟାନ୍ରେ ତେଲ ଗରମ କରି ସବୁ କଟା ପରିବା ଓ ଲୁଣ ପକାଇ କ୍ରିସ୍ପି ହେବା ଯାଏ ଭାଜନ୍ତୁ। ପରିବାଗୁଡ଼ିକ ଭଲ ଭାବେ ଭାଜି ହୋଇଗଲା ପରେ ଏଥିରେ ଟମାଟୋ ସସ୍ ଓ ଚାଟ୍ ମସଲା ପକାଇ ଭଲ ଭାବେ ମିକ୍ସ କରନ୍ତୁ। ତା’ପରେ ଏଥିରେ ଫ୍ରୋଏଡ୍ ନୁଡଲ୍ସ, କଟା ଧନିଆ ପତ୍ର ଓ କଟା କଞ୍ଚା ଲଙ୍କା ପକାଇ ମିକ୍ସ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ 'କ୍ରିସ୍ପି ଚଟ୍ପଟା ନୁଡୁଲ୍ସ୍'।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...