Advertisment

କ୍ରିସ୍ପି ଏଗ୍ ବଲ୍ସ- Make delicious Crispy Egg Balls at Home

ଆବଶ୍ୟକ ସାମଗ୍ରୀ: ସିଝା ଅଣ୍ଡା, ଚାଉଳ ଗୁଣ୍ଡ, ବେସନ, କଞ୍ଚା ଲଙ୍କା, ଭେଜିଟେବଲ୍ ଅଏଲ୍‌, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ବିସ୍କୁଟ ଗୁଣ୍ଡ, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ଅଣ୍ଡାରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଏକ ପାତ୍ରରେ ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ମିଶାଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ। […]

ଅଦ୍ୟତନ ହୋଇଛି
କ୍ରିସ୍ପି ଏଗ୍ ବଲ୍ସ- Make delicious Crispy Egg Balls at Home

egg

Advertisment

ଆବଶ୍ୟକ ସାମଗ୍ରୀ:

ସିଝା ଅଣ୍ଡା, ଚାଉଳ ଗୁଣ୍ଡ, ବେସନ, କଞ୍ଚା ଲଙ୍କା, ଭେଜିଟେବଲ୍ ଅଏଲ୍‌, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ବିସ୍କୁଟ ଗୁଣ୍ଡ, ଲୁଣ ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ସିଝା ଅଣ୍ଡାରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଏକ ପାତ୍ରରେ ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ମିଶାଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ।

ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସିଝା ଅଣ୍ଡାକୁ ଏହି ମିଶ୍ରଣରେ ବୁଡ଼ାଇ ବିସ୍କୁଟ୍ ଗୁଣ୍ଡରେ ଏପଟ ସେପଟ କରି ତେଲରେ ଡିପ୍‌ ଫ୍ରାଏ କରନ୍ତୁ। ଅଣ୍ଡାର ରଙ୍ଗ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ପରେ ଏହାକୁ କଡ଼େଇରୁ ବାହାର କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘କ୍ରିସ୍ପି ଏଗ୍ ବଲ୍ସ’। ଏହାକୁ ଚଟଣୀ କିମ୍ବା ସସ୍‌ ସହିତ ପରଷନ୍ତୁ।

Advertisment
Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe