Advertisment

Orissa Food: ଦେଶୀ କୁକୁଡ଼ା ପତ୍ରପୋଡ଼ା- Chicken Patra poda Recipe

ଆବଶ୍ୟକ ସାମଗ୍ରୀ: ଗୋଟା ଦେଶୀ କୁକୁଡ଼ା ଲୁଣ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ପିଆଜ ରସୁଣ ବଟା ସୋରିଷ ବଟା ଜୀରା ଧନିଁଆ ଗୁଜୁରାତି ଡାଲଚିନି ବଟା ତେଲ ଶାଳପତ୍ର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପର ଓ ଚମଡ଼ା ଉତାରି ଗୋଟା ଦେଶୀ କୁକୁଡ଼ାରେ ଭଲଭାବେ ତେଲ ମାରିଦିଅନ୍ତୁ। ଏହାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ପିଆଜ, ରସୁଣ ବଟା, ସୋରିଷ ବଟା, ଜୀରା ଧନିଁଆ, ଗୁଜୁରାତି, ଡାଲଚିନି ବଟା ଦେଇ ଭଲଭାବେ ଗୋଳାନ୍ତୁ। ମସଲା ଭଲଭାବେ […]

ଅଦ୍ୟତନ ହୋଇଛି
Orissa Food: ଦେଶୀ କୁକୁଡ଼ା ପତ୍ରପୋଡ଼ା- Chicken Patra poda Recipe

chkn

Advertisment

ଆବଶ୍ୟକ ସାମଗ୍ରୀ:

  • ଗୋଟା ଦେଶୀ କୁକୁଡ଼ା
  • ଲୁଣ
  • ଲଙ୍କାଗୁଣ୍ଡ
  • ହଳଦୀ ଗୁଣ୍ଡ
  • ପିଆଜ
  • ରସୁଣ ବଟା
  • ସୋରିଷ ବଟା
  • ଜୀରା ଧନିଁଆ
  • ଗୁଜୁରାତି
  • ଡାଲଚିନି ବଟା
  • ତେଲ
  • ଶାଳପତ୍ର
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପର ଓ ଚମଡ଼ା ଉତାରି ଗୋଟା ଦେଶୀ କୁକୁଡ଼ାରେ ଭଲଭାବେ ତେଲ ମାରିଦିଅନ୍ତୁ। ଏହାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ପିଆଜ, ରସୁଣ ବଟା, ସୋରିଷ ବଟା, ଜୀରା ଧନିଁଆ, ଗୁଜୁରାତି, ଡାଲଚିନି ବଟା ଦେଇ ଭଲଭାବେ ଗୋଳାନ୍ତୁ। ମସଲା ଭଲଭାବେ ଗୋଳେଇ ହବା ପରେ ଏକ ଶାଳପତ୍ରରେ ମସଲା ଗୋଳା କୁକୁଡ଼ାକୁ ରଖି ପୁଣି ଏକ କଦଳୀପତ୍ରରେ ରଖି ତାକୁ କାଠି ଦ୍ୱାରା ବନ୍ଦ କରି ଦିଅନ୍ତୁ। ଏହାପରେ କଦଳୀପତ୍ର ଗୁଡ଼ା ଦେଶୀ କୁକୁଡ଼ାକୁ ନିଆଁ ଅଙ୍ଗାରରେ ରଖନ୍ତୁ। ପାଖାପାଖି ୪୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଦେଶୀ କୁକୁଡ଼ା ପତ୍ରପୋଡ଼ା।

Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe