ଆବଶ୍ୟକ ସାମଗ୍ରୀ: ମାଛ, ଆଳୁ, ପିଆଜ, ଅଦା, ରସୁଣ, ଲଙ୍କାଗୁଣ୍ଡ, କର୍ଣ୍ଣଫ୍ଲୋର, ଲୁଣ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଟା ଧନିଆପତ୍ର, ରିଫାଇନ୍ ତେଲ, ବ୍ରେଡକମ୍।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ରଖନ୍ତୁ ଏବଂ କର୍ଣ୍ଣଫ୍ଲୋରରେ ପାଣି ମିଶାଇ ଗୋଳାଇ ରଖନ୍ତୁ। କରେଇରେ ପାଣି ଗରମ କରି ଲୁଣ ଓ ହଳଦୀ ଗୁଣ୍ଡ ପକାଇ ମାଛକୁ ସିଝାନ୍ତୁ। ମାଛ ସିଝିବା ପରେ ସେଥିରୁ କଣ୍ଟାଗୁଡ଼ିକୁ ବାହାର କରିଦିଅନ୍ତୁ।
ଏହାପରେ ସିଝା ମାଛରେ ସିଝା ଆଳୁ, କଟା ପିଆଜ, କଟା ରସୁଣ, ଅଦା ଛେଚା, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଟା ଧନିଆପତ୍ର ଓ ଲୁଣ ପକାଇ ଚକଟି ଦିଅନ୍ତୁ। ମାଛ ଭଲ ଭାବେ ଚକଟି ହେବା ପରେ ଏହାକୁ ଛୋଟ ଛୋଟ ଗୋଲ ବଲ୍ ପରି କରି ଦିଅନ୍ତୁ।
କରେଇରେ ତେଲ ଗରମ କରି ମାଛ ବଲ୍ ଗୁଡ଼ିକୁ କର୍ଣ୍ଣଫ୍ଲୋର ପାଣିରେ ବୁଡ଼ାଇ ବ୍ରେଡକମ୍ର କୋଟିଂ ଦେଇ ଛାଣନ୍ତି। ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ମାଛ ମୁସକା। ଏହାକୁ ସସ୍ ସହ ଖାଇବାକୁ ଦିଅନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...