Advertisment

ଘରେ ଫଟାଫଟ୍‌ ପ୍ରସ୍ତୁତ କରନ୍ତୁ ଫ୍ରୁଟ କ୍ରିମ ସାଲାଡ

ଆବଶ୍ୟକ ସାମଗ୍ରୀ: ଦହି, କ୍ଷୀର, କ୍ରୀମ୍‌, ଚିନି, ବ୍ଲାକ ସଲ୍ଟ, କେଶର, ଡ୍ରାଏ ଫ୍ରୁଟ୍ସ, ଗୁଜୁରାତି, , ସେଓ, ଅଙ୍ଗୁର, କଦଳୀ, ଡାଳିମ୍ବ। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି କେଶରରେ ହାଲକା ଗରମ କ୍ଷୀର ଗୋଳାଇ ତାହାକୁ ରଖି ଦିଅନ୍ତୁ। ଏହାପରେ ଡ୍ରାଏ ଫ୍ରୁଟ୍ସକୁ କାଟି ଦିଅନ୍ତୁ। ଏହାପରେ ଏକ ବାଉଲରେ ଦହି ନିଅନ୍ତୁ। ସେଥିରେ କିଛି ଚିନି, କ୍ରିମ, ଗୁଜୁରାତି ଗୁଣ୍ଡ, ବ୍ଲାକ ସଲ୍ଟକୁ ଭଲ ଭାବେ ଗୋଳାନ୍ତୁ।  ଏହାପରେ ସେଥିରେ କେଶର […]

author-image
Niharika Rout
ଅଦ୍ୟତନ ହୋଇଛି
ଘରେ ଫଟାଫଟ୍‌ ପ୍ରସ୍ତୁତ କରନ୍ତୁ ଫ୍ରୁଟ କ୍ରିମ ସାଲାଡ

Fruit Cream Salad

ଆବଶ୍ୟକ ସାମଗ୍ରୀ:ଦହି, କ୍ଷୀର, କ୍ରୀମ୍‌, ଚିନି, ବ୍ଲାକ ସଲ୍ଟ, କେଶର, ଡ୍ରାଏ ଫ୍ରୁଟ୍ସ, ଗୁଜୁରାତି, , ସେଓ, ଅଙ୍ଗୁର, କଦଳୀ, ଡାଳିମ୍ବ।

Advertisment

ପ୍ରସ୍ତୁତ ପ୍ରଣାଳୀ:ପ୍ରଥମେ ଏକ ପାତ୍ରରେ କିଛି କେଶରରେ ହାଲକା ଗରମ କ୍ଷୀର ଗୋଳାଇ ତାହାକୁ ରଖି ଦିଅନ୍ତୁ। ଏହାପରେ ଡ୍ରାଏ ଫ୍ରୁଟ୍ସକୁ କାଟି ଦିଅନ୍ତୁ।

ଏହାପରେ ଏକ ବାଉଲରେ ଦହି ନିଅନ୍ତୁ। ସେଥିରେ କିଛି ଚିନି, କ୍ରିମ, ଗୁଜୁରାତି ଗୁଣ୍ଡ, ବ୍ଲାକ ସଲ୍ଟକୁ ଭଲ ଭାବେ ଗୋଳାନ୍ତୁ।  ଏହାପରେ ସେଥିରେ କେଶର କ୍ଷୀର ପକାନ୍ତୁ।

Advertisment

ସେଥିରେ କଟା ହୋଇଥିବା, ସେଓ, ଅଙ୍ଗୁର, କଦଳୀ, ଡାଳିମ୍ବ ଦାନା ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ।  ଏହାପରେ ଏହାକୁ କିଛି ସମୟ ଫ୍ରିଜରେ ରଖନ୍ତୁ।

ଏହାପରେ ତାକୁ ଏକ ପାତ୍ରରେ  ଏହାକୁ ସର୍ଭ କରି ତା ଉପରେ ଡାଳିମ୍ବ ଦାନା, କିଛି ଡ୍ରାଏ ଫ୍ରୁଟ୍ସ ଦେଇ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଖୁବ୍‌ ସ୍ୱାଦିଷ୍ଟ ଫ୍ରୁଟ କ୍ରିମ ସାଲାଡ