ଆବଶ୍ୟକ ସାମଗ୍ରୀ: ଦହି, କ୍ଷୀର, କ୍ରୀମ୍, ଚିନି, ବ୍ଲାକ ସଲ୍ଟ, କେଶର, ଡ୍ରାଏ ଫ୍ରୁଟ୍ସ, ଗୁଜୁରାତି, , ସେଓ, ଅଙ୍ଗୁର, କଦଳୀ, ଡାଳିମ୍ବ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି କେଶରରେ ହାଲକା ଗରମ କ୍ଷୀର ଗୋଳାଇ ତାହାକୁ ରଖି ଦିଅନ୍ତୁ। ଏହାପରେ ଡ୍ରାଏ ଫ୍ରୁଟ୍ସକୁ କାଟି ଦିଅନ୍ତୁ।
ଏହାପରେ ଏକ ବାଉଲରେ ଦହି ନିଅନ୍ତୁ। ସେଥିରେ କିଛି ଚିନି, କ୍ରିମ, ଗୁଜୁରାତି ଗୁଣ୍ଡ, ବ୍ଲାକ ସଲ୍ଟକୁ ଭଲ ଭାବେ ଗୋଳାନ୍ତୁ। ଏହାପରେ ସେଥିରେ କେଶର କ୍ଷୀର ପକାନ୍ତୁ।
ସେଥିରେ କଟା ହୋଇଥିବା, ସେଓ, ଅଙ୍ଗୁର, କଦଳୀ, ଡାଳିମ୍ବ ଦାନା ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ। ଏହାପରେ ଏହାକୁ କିଛି ସମୟ ଫ୍ରିଜରେ ରଖନ୍ତୁ।
ଏହାପରେ ତାକୁ ଏକ ପାତ୍ରରେ ଏହାକୁ ସର୍ଭ କରି ତା ଉପରେ ଡାଳିମ୍ବ ଦାନା, କିଛି ଡ୍ରାଏ ଫ୍ରୁଟ୍ସ ଦେଇ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଖୁବ୍ ସ୍ୱାଦିଷ୍ଟ ଫ୍ରୁଟ କ୍ରିମ ସାଲାଡ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...