Advertisment

ଘରେ ପ୍ରସ୍ତୁତ କରନ୍ତୁ ଗାଜର ମଲାଇ

ଆବଶ୍ୟକ ଉପକରଣ:ଗାଜର, କ୍ଷୀର, ବ୍ରେଡ ଗୁଣ୍ଡ, କେଶର, ଚିନି, ଗୁଜୁରାତି,ମଲାଇ, କିସମିସ, କାଜୁ ଓ ପିସ୍ତାବାଦାମ। ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ଗାଜରକୁ କୋରି କରେଇରେ ଅଳ୍ପ ତେଲ ଗରମ କରି ଭାଜନ୍ତୁ। ଗାଜର ଅଳ୍ପ ଭାଜି ହୋଇଗଲା ପରେ ସେଥିରେ କ୍ଷୀର ପକାନ୍ତୁ। ଅନ୍ୟ ଏକ ପାତ୍ରରେ କ୍ଷୀରକୁ ଫୁଟାଇ ସେଥିରେ ବ୍ରେଡ ଗୁଣ୍ଡ, କେଶର ଓ କ୍ଷୀର ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଚିନି ଓ ଗୁଜୁରାତି ଗୁଣ୍ଡକୁ ଉଭୟ […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ଗାଜର ମଲାଇ

gajar-malai

Advertisment

ଆବଶ୍ୟକ ଉପକରଣ:ଗାଜର, କ୍ଷୀର, ବ୍ରେଡ ଗୁଣ୍ଡ, କେଶର, ଚିନି, ଗୁଜୁରାତି,ମଲାଇ, କିସମିସ, କାଜୁ ଓ ପିସ୍ତାବାଦାମ।

Advertisment

ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ଗାଜରକୁ କୋରି କରେଇରେ ଅଳ୍ପ ତେଲ ଗରମ କରି ଭାଜନ୍ତୁ। ଗାଜର ଅଳ୍ପ ଭାଜି ହୋଇଗଲା ପରେ ସେଥିରେ କ୍ଷୀର ପକାନ୍ତୁ। ଅନ୍ୟ ଏକ ପାତ୍ରରେ କ୍ଷୀରକୁ ଫୁଟାଇ ସେଥିରେ ବ୍ରେଡ ଗୁଣ୍ଡ, କେଶର ଓ କ୍ଷୀର ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଚିନି ଓ ଗୁଜୁରାତି ଗୁଣ୍ଡକୁ ଉଭୟ ଗାଜର ହାଲୱା ଓ ମଲାଇରେ ପକାନ୍ତୁ। ଏହାପରେ ଗାଜରକୁ କ୍ଷୀରରେ ସିଝିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ।

ଏହା ପ୍ରସ୍ତୁତ ହୋଇଗଲା ପରେ ଏକ ପାତ୍ରରେ ପ୍ରଥମେ ଗାଜର ହାଲୱା ରଖି ତା’ ଉପରେ ମଲାଇର ଏକ ପରସ୍ତ ଦିଅନ୍ତୁ।  ତା’ ଉପରେ ପୁଣି ଗାଜର ହାଲୱା ଓ ମଲାଇକୁ ଢାଳନ୍ତୁ। ଏହାପରେ କିସମିସ, କାଜୁ ଓ ପିସ୍ତାବାଦାମ ତା’ ଉପରେ ସଜାଇ ଦିଅନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe