Advertisment

ଅନ୍ନରେ ଅଁଳା, ଖାଇ ଦେଖନ୍ତୁ କେମିତି ଲାଗୁଛି

ଆବଶ୍ୟକୀୟ ସାମଗ୍ରୀ: ଦେଶୀ ଅରୁଆ ଚାଉଳ, ଅନପୂର୍ଣ୍ଣା ପତ୍ର, କଟା କଞ୍ଚାକଦଳୀ, କଟା କନ୍ଦମୂଳ, ଭଜା ମୁଗଡାଲି, ଚିନି, ହଳଦୀଗୁଣ୍ଡ, ରିଫ।ଇନ୍ ତେଲ, କଟା ଅଁଳା, ନଡ଼ିଆ କୋରା, ଜୀରା, ଡାଲ୍‌ଚିନି, ଗୁଜୁରାତି, ସ୍ୱାଦ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କନ୍ଦମୂଳକୁ କାଟି ଭାଜି ରଖନ୍ତୁ। କରେଇରେ ତେଲ ଗରମ କରି ଜୀରା, ଡଲଚିନି ଓ ଗୁଜୁରାତି ପକାନ୍ତୁ। ଜୀରା ଫୁଟିବା ପରେ ଆବଶ୍ୟକ ମୁତାବକ ପାଣି ମିଶାନ୍ତୁ। ପାଣି ଫୁଟିବା ପରେ ଲୁଣ ଓ […]

ଅନ୍ନରେ ଅଁଳା, ଖାଇ ଦେଖନ୍ତୁ କେମିତି ଲାଗୁଛି

ki

Advertisment

ଆବଶ୍ୟକୀୟ ସାମଗ୍ରୀ: ଦେଶୀ ଅରୁଆ ଚାଉଳ, ଅନପୂର୍ଣ୍ଣା ପତ୍ର, କଟା କଞ୍ଚାକଦଳୀ, କଟା କନ୍ଦମୂଳ, ଭଜା ମୁଗଡାଲି, ଚିନି, ହଳଦୀଗୁଣ୍ଡ, ରିଫ।ଇନ୍ ତେଲ, କଟା ଅଁଳା, ନଡ଼ିଆ କୋରା, ଜୀରା, ଡାଲ୍‌ଚିନି, ଗୁଜୁରାତି, ସ୍ୱାଦ ଅନୁସାରେ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କନ୍ଦମୂଳକୁ କାଟି ଭାଜି ରଖନ୍ତୁ। କରେଇରେ ତେଲ ଗରମ କରି ଜୀରା, ଡଲଚିନି ଓ ଗୁଜୁରାତି ପକାନ୍ତୁ। ଜୀରା ଫୁଟିବା ପରେ ଆବଶ୍ୟକ ମୁତାବକ ପାଣି ମିଶାନ୍ତୁ। ପାଣି ଫୁଟିବା ପରେ ଲୁଣ ଓ ଅଳ୍ପ ହଳଦୀ ପକାନ୍ତୁ। ତାପରେ ଅରୁଆ ଚାଉଳ, ଭଜା ମୁଗଡାଲି ଓ କଟା ହୋଇଥିବା କଞ୍ଚା କଦଳୀ ପକାଇ ଗୋଳାନ୍ତୁ। ଚାଉଳ ଫୁଟିବା ପରେ ଭଜା ହୋଇଥିବା କନ୍ଦମୂଳ ଓ ଅଳ୍ପ ଚିନି ପକାଇ ଘାଣ୍ଟନ୍ତୁ। କିଛି ସମୟ ପରେ କଟା ଅଁଳା, ନଡ଼ିଆ କୋରା ଓ ଅନପୂର୍ଣ୍ଣା ପତ୍ର ପକାନ୍ତୁ। ୪ରୁ ୫ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ହବିଷ ଅଁଳା ଖେଚୁଡ଼ି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe