Advertisment

ଇଲିସି ମାଛ ବାଟିବସା- ilisi bati basa curry recipe in odia

ଆବଶ୍ୟକ ସାମଗ୍ରୀ: ଇଲିସି ମାଛ ଲୁଣ ହଳଦୀ କଟା ପିଆଜ କଟା କଞ୍ଚାଲଙ୍କା ଧନିଆ ପତ୍ର କଟା ଟମାଟୋ ଲଙ୍କା ଗୁଣ୍ଡ ସେଥିରେ ଧଳା ସୋରିଷ ଜୀରା ଶୁଖିଲା ଲଙ୍କା ବଟା ଧନିଆ ଗୁଣ୍ଡ ଲେମ୍ବୁରସ ସୋରିଷ ତେଲ   ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ଇଲିସି ମାଛକୁ ଭଲଭାବେ ଧୋଇ, ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ଇଲିସି ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ ଓ […]

ଅଦ୍ୟତନ ହୋଇଛି
ଇଲିସି ମାଛ ବାଟିବସା- ilisi bati basa curry recipe in odia

fish

Advertisment

ଆବଶ୍ୟକ ସାମଗ୍ରୀ:

  • ଇଲିସି ମାଛ
  • ଲୁଣ
  • ହଳଦୀ
  • କଟା ପିଆଜ
  • କଟା କଞ୍ଚାଲଙ୍କା
  • ଧନିଆ ପତ୍ର
  • କଟା ଟମାଟୋ
  • ଲଙ୍କା ଗୁଣ୍ଡ
  • ସେଥିରେ ଧଳା ସୋରିଷ
  • ଜୀରା
  • ଶୁଖିଲା ଲଙ୍କା ବଟା
  • ଧନିଆ ଗୁଣ୍ଡ
  • ଲେମ୍ବୁରସ
  • ସୋରିଷ ତେଲ
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଞ୍ଚା ଇଲିସି ମାଛକୁ ଭଲଭାବେ ଧୋଇ, ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ଇଲିସି ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏଥିସହ ସେଥିରେ ଧଳା ସୋରିଷ, ଜୀରା, ଶୁଖିଲା ଲଙ୍କା ବଟା, ଧନିଆ ଗୁଣ୍ଡ, ଲେମ୍ବୁରସ ଓ ସୋରିଷ ତେଲ ଦେଇ ଭଲଭାବେ ମ୍ୟାରିନେଟ କରି ରଖିଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ ଏକ ପାତ୍ର ଗରମ କରି ସେଥିରେ ମ୍ୟାରିନେଟ୍‌ ହୋଇଥିବା ମାଛ ପକାନ୍ତୁ ଓ ଅଳ୍ପ ପାଣି ଦିଅନ୍ତୁ। ବର୍ତ୍ତମାନ ଘୋଡ଼ଣୀ ଘୋଡ଼ାଇ ମୁହଁକୁ ଅଟା ଦ୍ୱାରା ବନ୍ଦ କରିଦିଅନ୍ତୁ। ୧୫ ରୁ ୨୦ ମିନିଟ୍ ଭିତରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ଇଲିସି ମାଛ ବାଟିବସା’।

ଅଧିକ ପଢନ୍ତୁ

Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe