Advertisment

କଲି ଖଜା: ଏକ ନିଆରା ମିଠା

ଆବଶ୍ୟକ ସାମଗ୍ରୀ: ଚାଉଳ ଚୂନା, ବେସନ, ଜୁଆଣି, ପାନମହୁରୀ, ଲୁଣ, ଗୁଡ଼ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳ ଚୂନାରେ ବେସନ, ଜୁଆଣି, ପାନମହୁରୀ, ସ୍ୱାଦ ଅନୁସାରେ ଲୁଣ ଓ ପାଣି ଦେଇ ଭଲଭାବେ ଗୋଳାନ୍ତୁ।  ଏବେ କଡ଼େଇରେ ତେଲ ଗରମ କରି ସେଥିରେ ଚାଉଳ ଚୂନା-ବେସନ ଆଣକୁ ଚଟୁ ଦ୍ୱାରା ଛାଣି ରଖନ୍ତୁ। ଏହାପରେ ଚୁଲିରେ ହାଣ୍ଡି ବସାଇ ସେଥିରେ ଗୁଡ଼ ଓ ପାଣି ଦେଇ ଗୁଡ଼ପାଗ ପ୍ରସ୍ତୁତ କରନ୍ତୁ। ଗୁଡ଼ ପାଗ ହେବାପରେ […]

କଲି ଖଜା: ଏକ ନିଆରା ମିଠା

khaja

Advertisment

ଆବଶ୍ୟକ ସାମଗ୍ରୀ: ଚାଉଳ ଚୂନା, ବେସନ, ଜୁଆଣି, ପାନମହୁରୀ, ଲୁଣ, ଗୁଡ଼ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳ ଚୂନାରେ ବେସନ, ଜୁଆଣି, ପାନମହୁରୀ, ସ୍ୱାଦ ଅନୁସାରେ ଲୁଣ ଓ ପାଣି ଦେଇ ଭଲଭାବେ ଗୋଳାନ୍ତୁ।  ଏବେ କଡ଼େଇରେ ତେଲ ଗରମ କରି ସେଥିରେ ଚାଉଳ ଚୂନା-ବେସନ ଆଣକୁ ଚଟୁ ଦ୍ୱାରା ଛାଣି ରଖନ୍ତୁ।

Advertisment

ଏହାପରେ ଚୁଲିରେ ହାଣ୍ଡି ବସାଇ ସେଥିରେ ଗୁଡ଼ ଓ ପାଣି ଦେଇ ଗୁଡ଼ପାଗ ପ୍ରସ୍ତୁତ କରନ୍ତୁ। ଗୁଡ଼ ପାଗ ହେବାପରେ ଛଣା କଲିକୁ ସେଥିରେ ପକାଇ ଭଲଭାବେ ଗୋଳାଇ ବାହାର କରନ୍ତୁ। ଶେଷରେ ଗୁଡ଼ପାଗ କରିଥିବା କଲିକୁ ଖଜା ଆକାରରେ ଗଢ଼ନ୍ତୁ। ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ମିଠା ‘କଲି ଖଜା’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe