କଞ୍ଚା ଭାକୁର ସୁଖା ବେସର

ଆବଶ୍ୟକ ସାମଗ୍ରୀ : ଲୁଣ, ହଳଦୀ, ଦହି, ସୋରିଷ ତେଲ, କଞ୍ଚାଲଙ୍କା, ପିଆଜ, ସୋରିଷ, ଜିରା, ରସୁଣ ଓ ଶୁଖିଲା ଲଙ୍କା ବଟା, ଟମାଟୋ, ଲେମ୍ୱୁ ରସ, ଧଣିଆ ପତ୍ର ଓ ଭାକୁର ମାଛ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଞ୍ଚା ଭାକୁର ମାଛରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ବଟା ପିଆଜ, ବସା ଦହି, ଲେମ୍ୱୁ ରସ, କଟା ଟମାଟୋ, କଞ୍ଚାଲଙ୍କା, ସୋରିଷ, ଜିରା, ଲଙ୍କା ଓ ରସୁଣ ବଟା ଓ ସୋରିଷ ତେଲ […]

machha

machha

Puspanjali Panda
  • Published: Thursday, 11 June 2020
  • Updated: 11 June 2020, 11:52 AM IST

Sports

Latest News

ଆବଶ୍ୟକ ସାମଗ୍ରୀ : ଲୁଣ, ହଳଦୀ, ଦହି, ସୋରିଷ ତେଲ, କଞ୍ଚାଲଙ୍କା, ପିଆଜ, ସୋରିଷ, ଜିରା, ରସୁଣ ଓ ଶୁଖିଲା ଲଙ୍କା ବଟା, ଟମାଟୋ, ଲେମ୍ୱୁ ରସ, ଧଣିଆ ପତ୍ର ଓ ଭାକୁର ମାଛ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଞ୍ଚା ଭାକୁର ମାଛରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ବଟା ପିଆଜ, ବସା ଦହି, ଲେମ୍ୱୁ ରସ, କଟା ଟମାଟୋ, କଞ୍ଚାଲଙ୍କା, ସୋରିଷ, ଜିରା, ଲଙ୍କା ଓ ରସୁଣ ବଟା ଓ ସୋରିଷ ତେଲ ପକାଇ ଭଲ ଭାବରେ ଗୋଳାଇ ୧୦ ମିନିଟ୍ ରଖନ୍ତୁ। ଗ୍ୟାସ୍‌ ଲଗାଇ ସେଥିରେ କିଛି ପାଣି ଦେଇ ୧୫ ମିନିଟ୍‌ ବସାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଞ୍ଚା ଭାକୁର ସୁଖା ବେସର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story