ଅଦ୍ୟତନ ହୋଇଛି
machha
Advertisment
ଆବଶ୍ୟକ ସାମଗ୍ରୀ : ଲୁଣ, ହଳଦୀ, ଦହି, ସୋରିଷ ତେଲ, କଞ୍ଚାଲଙ୍କା, ପିଆଜ, ସୋରିଷ, ଜିରା, ରସୁଣ ଓ ଶୁଖିଲା ଲଙ୍କା ବଟା, ଟମାଟୋ, ଲେମ୍ୱୁ ରସ, ଧଣିଆ ପତ୍ର ଓ ଭାକୁର ମାଛ।
Advertisment
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଞ୍ଚା ଭାକୁର ମାଛରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ବଟା ପିଆଜ, ବସା ଦହି, ଲେମ୍ୱୁ ରସ, କଟା ଟମାଟୋ, କଞ୍ଚାଲଙ୍କା, ସୋରିଷ, ଜିରା, ଲଙ୍କା ଓ ରସୁଣ ବଟା ଓ ସୋରିଷ ତେଲ ପକାଇ ଭଲ ଭାବରେ ଗୋଳାଇ ୧୦ ମିନିଟ୍ ରଖନ୍ତୁ। ଗ୍ୟାସ୍ ଲଗାଇ ସେଥିରେ କିଛି ପାଣି ଦେଇ ୧୫ ମିନିଟ୍ ବସାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଞ୍ଚା ଭାକୁର ସୁଖା ବେସର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/machha-2.jpg)