କୋବିନାଡ଼ ଖଜା

ଆବଶ୍ୟକ ସାମଗ୍ରୀ: ଫୁଲକୋବି ନାଡ଼, ଗୁଡ଼, ଭଜା ବାଦାମ ଗୁଣ୍ଡ, ରାଶି, ପାନ ମଧୁରୀ, ଲୁଣ ଓ ହଳଦୀ। ପ୍ରସ୍ତୁତିପ୍ରଣାଳୀ: ପ୍ରଥମେ ଫୁଲକୋବି ନାଡ଼କୁ କାଟି ଧୋଇ ଦିଅନ୍ତୁ। ଏହା ପରେ ଏଥିରେ ଲୁଣ ଓ ହଳଦୀ ପକାଇ ତାକୁ ସିଝାଇ ଦିଅନ୍ତୁ। ତା’ପରେ ଏହାକୁ ତେଲରେ ଟିକେ ଭାଜି ରଖନ୍ତୁ। ଏବେ ମାଟିହାଣ୍ଡିରେ ଗୁଡ଼ ଓ ଅଳ୍ପ ପାଣି ଦେଇ ଫୁଟାନ୍ତୁ। ଏହା ଫୁଟି ଅଠାଳିଆ ହୋଇଗଲେ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏଥିରେ ଭଜା […]

kobi-khaja

kobi-khaja

Chinmayee Roy
  • Published: Wednesday, 25 December 2019
  • Updated: 25 December 2019, 03:04 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଫୁଲକୋବି ନାଡ଼, ଗୁଡ଼, ଭଜା ବାଦାମ ଗୁଣ୍ଡ, ରାଶି, ପାନ ମଧୁରୀ, ଲୁଣ ଓ ହଳଦୀ।

ପ୍ରସ୍ତୁତିପ୍ରଣାଳୀ: ପ୍ରଥମେ ଫୁଲକୋବି ନାଡ଼କୁ କାଟି ଧୋଇ ଦିଅନ୍ତୁ। ଏହା ପରେ ଏଥିରେ ଲୁଣ ଓ ହଳଦୀ ପକାଇ ତାକୁ ସିଝାଇ ଦିଅନ୍ତୁ। ତା’ପରେ ଏହାକୁ ତେଲରେ ଟିକେ ଭାଜି ରଖନ୍ତୁ। ଏବେ ମାଟିହାଣ୍ଡିରେ ଗୁଡ଼ ଓ ଅଳ୍ପ ପାଣି ଦେଇ ଫୁଟାନ୍ତୁ। ଏହା ଫୁଟି ଅଠାଳିଆ ହୋଇଗଲେ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏଥିରେ ଭଜା କୋବିନାଡ଼ ପକାଇ ଭଲଭାବେ ଗୋଳାନ୍ତୁ। ତା’ପରେ ଭଜା ବାଦାମ ଗୁଣ୍ଡ, ରାଶି ଓ ପାନ ମଧୁରୀ ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କୋବିନାଡ଼ ଖଜା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story