Advertisment

ମାଛ ଅନ୍ତ ଚଡ଼ଚଡ଼ି

ଆବଶ୍ୟକୀୟ ସାମଗ୍ରୀ : ମାଛ ଅନ୍ତ, କଟା ପିଆଜ, କଟା ଆଳୁ, ହଳଦୀ ଗୁଣ୍ଡ, କଞ୍ଚା ଲଙ୍କା, ଟମାଟୋ, ସୋରିଷ ବଟା, ଗରମ ମସଲା। ପ୍ରସ୍ତୁତି : ପ୍ରଥମେ ମାଛ ଅନ୍ତରେ କଟା ଆଳୁ ଓ କଟା ପିଆଜ ପକାଇ ଗୋଳାଇ ରଖନ୍ତୁ। ଗ୍ୟାସ୍‌ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ଗରମ ତେଲରେ ଆଳୁ ପିଆଜ ଗୋଳା ମାଛ ଅନ୍ତକୁ ଭଲ ଭାବରେ ଫ୍ରାଏ କରିଦିଅନ୍ତୁ। ଏହାପରେ ଆଉ ଏକ କଡ଼େଇରେ ତେଲ ଗରମ କରି […]

ମାଛ ଅନ୍ତ ଚଡ଼ଚଡ଼ି

machha

Advertisment

ଆବଶ୍ୟକୀୟ ସାମଗ୍ରୀ : ମାଛ ଅନ୍ତ, କଟା ପିଆଜ, କଟା ଆଳୁ, ହଳଦୀ ଗୁଣ୍ଡ, କଞ୍ଚା ଲଙ୍କା, ଟମାଟୋ, ସୋରିଷ ବଟା, ଗରମ ମସଲା।

Advertisment

ପ୍ରସ୍ତୁତି : ପ୍ରଥମେ ମାଛ ଅନ୍ତରେ କଟା ଆଳୁ ଓ କଟା ପିଆଜ ପକାଇ ଗୋଳାଇ ରଖନ୍ତୁ। ଗ୍ୟାସ୍‌ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ଗରମ ତେଲରେ ଆଳୁ ପିଆଜ ଗୋଳା ମାଛ ଅନ୍ତକୁ ଭଲ ଭାବରେ ଫ୍ରାଏ କରିଦିଅନ୍ତୁ। ଏହାପରେ ଆଉ ଏକ କଡ଼େଇରେ ତେଲ ଗରମ କରି କଞ୍ଚାଲଙ୍କା, ସୋରିଷଜିରା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ କଟା ଟମାଟୋ ପକାଇ ଭଲ ଭାବରେ କଷନ୍ତୁ। ମସଲା କଷି ହୋଇଯିବା ପରେ ମାଛ ଅନ୍ତ ଫ୍ରାଏକୁ ପକାଇ ଭଲ ଭାବରେ ଘାଣ୍ଟନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମାଛ ଅନ୍ତ ଚଡ଼ଚଡ଼ି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe