ମାତ୍ର ୫ଟି ଜିନିଷରେ ପ୍ରସ୍ତୁତ କରନ୍ତୁ ଜଗନ୍ନାଥଙ୍କ ପ୍ରିୟ ମଗଜ ଲଡ଼ୁ

ଆବଶ୍ୟକ ସାମଗ୍ରୀ:  ଅଟା, ଘିଅ, ଚିନି, ଗୁଜରାତି, ଲବଙ୍ଗ । ପ୍ରସ୍ତୁତି ପ୍ରଣାଳୀ: ଗ୍ୟାସ୍‌କୁ ସିମ୍‌ କରି ଏକ  ପ୍ୟାନ୍‌ ବସାନ୍ତୁ। ସେଥିରେ ଅଟା ପକାଇ ହାଲକା ଫ୍ରାଏ କରନ୍ତୁ। ଅଟା କଲର ଚେଞ୍ଜ ହେବା ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ। କଲର ଚେଞ୍ଜ ହେବା ପରେ ସେଥିରେ ଘିଅ ମିଶାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ। ଏହାପରେ ଗ୍ୟାସ୍‌କୁ ବନ୍ଦ କରି ସେଥିରେ ଚିନି ଓ ଗଜରାତି, ଗୋଲମରିଚ ଗୁଣ୍ଡକୁ ପକାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ […]

magaj-ladu

magaj-ladu

Niharika Rout
  • Published: Thursday, 15 July 2021
  • Updated: 15 July 2021, 02:29 PM IST

Sports

Latest News

ଆବଶ୍ୟକ ସାମଗ୍ରୀ:  ଅଟା, ଘିଅ, ଚିନି, ଗୁଜରାତି, ଲବଙ୍ଗ ।

ପ୍ରସ୍ତୁତି ପ୍ରଣାଳୀ: ଗ୍ୟାସ୍‌କୁ ସିମ୍‌ କରି ଏକ  ପ୍ୟାନ୍‌ ବସାନ୍ତୁ। ସେଥିରେ ଅଟା ପକାଇ ହାଲକା ଫ୍ରାଏ କରନ୍ତୁ। ଅଟା କଲର ଚେଞ୍ଜ ହେବା ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ। କଲର ଚେଞ୍ଜ ହେବା ପରେ ସେଥିରେ ଘିଅ ମିଶାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ। ଏହାପରେ ଗ୍ୟାସ୍‌କୁ ବନ୍ଦ କରି ସେଥିରେ ଚିନି ଓ ଗଜରାତି, ଗୋଲମରିଚ ଗୁଣ୍ଡକୁ ପକାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ହାଲକା ଉଷୁମ ଥିବା ସମୟରେ ଏହାକୁ ହାତରେ ଗୁଳା କରି ମଗଜ ଲଡୁ ଆକାର ଦିଅନ୍ତୁ।

ଏଠାରେ ମନେ ରଖନ୍ତୁ, ଯେତିକି ଅଟା ନେବେ ଘିଅ ତାହାର ଅଧା ନେବେ। ଫଳରେ ମଗଜ ଲଡ଼ୁର ନିଆର ସ୍ୱାଦ ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story