/odisha-reporter/media/post_attachments/uploads/2021/07/magaj-ladu.jpg)
magaj-ladu
ଆବଶ୍ୟକ ସାମଗ୍ରୀ: ଅଟା, ଘିଅ, ଚିନି, ଗୁଜରାତି, ଲବଙ୍ଗ ।
ପ୍ରସ୍ତୁତି ପ୍ରଣାଳୀ: ଗ୍ୟାସ୍କୁ ସିମ୍ କରି ଏକ ପ୍ୟାନ୍ ବସାନ୍ତୁ। ସେଥିରେ ଅଟା ପକାଇ ହାଲକା ଫ୍ରାଏ କରନ୍ତୁ। ଅଟା କଲର ଚେଞ୍ଜ ହେବା ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ। କଲର ଚେଞ୍ଜ ହେବା ପରେ ସେଥିରେ ଘିଅ ମିଶାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ। ଏହାପରେ ଗ୍ୟାସ୍କୁ ବନ୍ଦ କରି ସେଥିରେ ଚିନି ଓ ଗଜରାତି, ଗୋଲମରିଚ ଗୁଣ୍ଡକୁ ପକାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ହାଲକା ଉଷୁମ ଥିବା ସମୟରେ ଏହାକୁ ହାତରେ ଗୁଳା କରି ମଗଜ ଲଡୁ ଆକାର ଦିଅନ୍ତୁ।
Advertisment
ଏଠାରେ ମନେ ରଖନ୍ତୁ, ଯେତିକି ଅଟା ନେବେ ଘିଅ ତାହାର ଅଧା ନେବେ। ଫଳରେ ମଗଜ ଲଡ଼ୁର ନିଆର ସ୍ୱାଦ ପାଇପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
