Advertisment

ଘରେ ପ୍ରସ୍ତୁତ କରନ୍ତୁ ମସ୍‌ରୁମ୍‌ କ୍ରିପ୍‌ସି ଫିସ୍‌ ଫ୍ରାଏ

ଆବଶ୍ୟକ ସାମଗ୍ରୀ: ମାଛ, ରସୁଣ, ଧନିଆ ପତ୍ର, କାଜୁ, ଲୁଣ, ଅଏଲ, ମସରୁମ, ଚିଲି ଫ୍ଲେକ୍ସ, କର୍ଣଫ୍ଲୋର, ଚାଉଳ ଗୁଣ୍ଡ, ଲେମନ ଗ୍ରାସ, ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଧନିଆ ପତ୍ର, ରସୁଣ, କାଜୁ, ଲୁଣ, ତେଲ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ l ଏହି ରେସିପି ପାଇଁ ପେଟି ମାଛ ନିଅନ୍ତୁ l ଏବେ ମାଛକୁ ଭଲ ଭାବେ ଧୋଇ ଏହି ପେଷ୍ଟକୁ ମାରିନେଟ କରି ଥୋଇ ଦିଅନ୍ତୁ l ଏଥର ଏକ ପ୍ୟାନରେ […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ମସ୍‌ରୁମ୍‌ କ୍ରିପ୍‌ସି ଫିସ୍‌ ଫ୍ରାଏ 

fish-fry

Advertisment

ଆବଶ୍ୟକ ସାମଗ୍ରୀ:ମାଛ, ରସୁଣ, ଧନିଆ ପତ୍ର, କାଜୁ, ଲୁଣ, ଅଏଲ, ମସରୁମ, ଚିଲି ଫ୍ଲେକ୍ସ, କର୍ଣଫ୍ଲୋର, ଚାଉଳ ଗୁଣ୍ଡ, ଲେମନ ଗ୍ରାସ,

Advertisment

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଧନିଆ ପତ୍ର, ରସୁଣ, କାଜୁ, ଲୁଣ, ତେଲ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ l

ଏହି ରେସିପି ପାଇଁ ପେଟି ମାଛ ନିଅନ୍ତୁ l ଏବେ ମାଛକୁ ଭଲ ଭାବେ ଧୋଇ ଏହି ପେଷ୍ଟକୁ ମାରିନେଟ କରି ଥୋଇ ଦିଅନ୍ତୁ l

Advertisment

ଏଥର ଏକ ପ୍ୟାନରେ ତେଲ ଗରମ କରି ରସୁଣ, ଧନିଆ ପତ୍ର କଟାକୁ ପକାଇ ଭାଜନ୍ତୁ l ପରେ ସେଥିରେ ଟିକଟିକ କଟା ହୋଇଥିବା ମସରୁମ, ଲୁଣ, ଚିଲି ଫ୍ଲେକ୍ସ ପକାଇ ଭାଜନ୍ତୁ l

ଏହା ଭଲ ଭାବେ ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ ବାହାର କରି ଦିଅନ୍ତୁ l

ଏବେ 2 ଖଣ୍ଡ ମାଛ ମଝିରେ ଛତୁ ପୂର ଦେଇ ତାହାକୁ ଲେମନ ଗ୍ରାସରେ ବାନ୍ଧି ଦିଅନ୍ତୁ l

ଏହାପରେ ଏକ ପ୍ୟାନରେ ତେଲ ଗରମ କରି ସିମରେ ମାଛକୁ ଭାଜନ୍ତୁ l ଉଭୟ ପଟ ଗୋଲଡେନ ଫ୍ରାଏ ହେବା ପରେ ଲେମନ ଗ୍ରାସକୁ ବାହାର କରି ଏହାକୁ ଏକ ପ୍ଲେଟରେ ରଖି କିଛି ସସ ସହ ସର୍ଭ କରନ୍ତୁ l

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe