Advertisment

Odia food recipe: କ୍ଷୀର ପୋଡ଼ପିଠା- Recipe of Kheera podapitha

ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ କ୍ଷୀର କାଜୁ କଟା ନଡ଼ିଆ ଚିନି ଗୁଜୁରାତି ଗୁଣ୍ଡ ଲୁଣ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଭିଜାଇ ଭଲ ଭାବେ ବାଟି ଲୁଣ ଗୋଳାଇ ରଖନ୍ତୁ। ସେହିପରି କ୍ଷୀରକୁ ଫୁଟାଇ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କାଜୁକୁ ଭାଜି ଦିଅନ୍ତୁ। ଅନ୍ୟ ଏକ କଡ଼େଇରେ ଫୁଟା କ୍ଷୀର, କଟା ନଡ଼ିଆ, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଫୁଟନ୍ତୁ। ଏହାପରେ ସେଥିରେ ଚାଉଳ ବଟା […]

author-image
Chinmayee Roy
ଅଦ୍ୟତନ ହୋଇଛି
Odia food recipe: କ୍ଷୀର ପୋଡ଼ପିଠା- Recipe of Kheera podapitha

pitha

ଆବଶ୍ୟକ ସାମଗ୍ରୀ:

  • ବାସୁମତୀ ଚାଉଳ
  • କ୍ଷୀର
  • କାଜୁ
  • କଟା ନଡ଼ିଆ
  • ଚିନି
  • ଗୁଜୁରାତି ଗୁଣ୍ଡ
  • ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବାସୁମତୀ ଚାଉଳକୁ ଭିଜାଇ ଭଲ ଭାବେ ବାଟି ଲୁଣ ଗୋଳାଇ ରଖନ୍ତୁ। ସେହିପରି କ୍ଷୀରକୁ ଫୁଟାଇ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କାଜୁକୁ ଭାଜି ଦିଅନ୍ତୁ। ଅନ୍ୟ ଏକ କଡ଼େଇରେ ଫୁଟା କ୍ଷୀର, କଟା ନଡ଼ିଆ, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଫୁଟନ୍ତୁ। ଏହାପରେ ସେଥିରେ ଚାଉଳ ବଟା ପକାଇ ଭଲଭାବେ ଗୋଳାନ୍ତୁ। ଚାଉଳ ବଟା କ୍ଷୀରରେ ଭଲ ଭାବେ ମିଶିଯିବା ପରେ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୮ରୁ ୧୦ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘କ୍ଷୀର ପୋଡ଼ପିଠା’।

Advertisment
Odia Food Recipe Orissa Food