‘ମୂଳା ରାଇତା’

ଆବଶ୍ୟକ ସାମଗ୍ରୀ: ମୂଳା, ଅଦା, ଧନିଆ ପତ୍ର, ଜିରା, ଦହି, ଚିନି ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୂଳାକୁ ପାଣିରେ ଭଲ ଭାବେ ସଫା କରି ଦିଅନ୍ତୁ। ତା’ପରେ କୋରଣାରେ ଏହାକୁ କୋରି ଦିଅନ୍ତୁ। ଏହା ପରେ ଅଦାକୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଧନିଆ ପତ୍ରକୁ ଭାବେ ଧୋଇ କାଟି ରଖନ୍ତୁ। ଏବେ ଏକ କଡ଼େଇରେ ଜିରାକୁ ହାଲ୍‌କା ଭାଜି ଦିଅନ୍ତୁ। ପରେ ସେଥିରେ କୋରା ମୂଳା, ଧନିଆ ପତ୍ର […]

raita

raita

Chinmayee Roy
  • Published: Saturday, 07 December 2019
  • Updated: 07 December 2019, 01:33 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ମୂଳା, ଅଦା, ଧନିଆ ପତ୍ର, ଜିରା, ଦହି, ଚିନି ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୂଳାକୁ ପାଣିରେ ଭଲ ଭାବେ ସଫା କରି ଦିଅନ୍ତୁ। ତା’ପରେ କୋରଣାରେ ଏହାକୁ କୋରି ଦିଅନ୍ତୁ। ଏହା ପରେ ଅଦାକୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଧନିଆ ପତ୍ରକୁ ଭାବେ ଧୋଇ କାଟି ରଖନ୍ତୁ। ଏବେ ଏକ କଡ଼େଇରେ ଜିରାକୁ ହାଲ୍‌କା ଭାଜି ଦିଅନ୍ତୁ। ପରେ ସେଥିରେ କୋରା ମୂଳା, ଧନିଆ ପତ୍ର ଓ କଟା ଅଦା ସବୁକୁ ପକାନ୍ତୁ। ଏହାପରେ ସେଥିରେ ଦହି ପକାଇ ଭଲକରି ଫେଣ୍ଟି ଦିଅନ୍ତୁ। ଶେଷରେ ଚିନି ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମୂଳା ରାଇତା’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story