Advertisment

Odia Food Recipe:ସନ୍ତରା ଚିଙ୍ଗୁଡ଼ି ପୋଡ଼ା- Santra Chingudi Poda

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି କମଳା ବା ସନ୍ତରା ହଳଦୀ ଗୁଣ୍ଡ ସୋରିଷ ବଟା ଅଦାରସୁଣ ବଟା ଜୀରାଧନିଆ ବଟା ଲଙ୍କାଗୁଣ୍ଡ ତେଲ ଲୁଣ ଜୁଆଣୀପତ୍ର ବଟା ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଭଲଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ସୋରିଷ ବଟା, ଅଦାରସୁଣ ବଟା, ଜୀରାଧନିଆ ବଟା, ଲଙ୍କାଗୁଣ୍ଡ, ତେଲ, ଲୁଣ ଓ ଜୁଆଣୀପତ୍ର ବଟାକୁ ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ ଏକ ବଡ଼ ସନ୍ତରା ବା କମଳାକୁ ମଝିରୁ ଦୁଇଭାଗ କରି ତାର ଭିତର ଅଂଶକୁ […]

ଅଦ୍ୟତନ ହୋଇଛି
Odia Food Recipe:ସନ୍ତରା ଚିଙ୍ଗୁଡ଼ି ପୋଡ଼ା- Santra Chingudi Poda

chingudi

Advertisment

ଆବଶ୍ୟକ ସାମଗ୍ରୀ:

  • ଚିଙ୍ଗୁଡ଼ି
  • କମଳା ବା ସନ୍ତରା
  • ହଳଦୀ ଗୁଣ୍ଡ
  • ସୋରିଷ ବଟା
  • ଅଦାରସୁଣ ବଟା
  • ଜୀରାଧନିଆ ବଟା
  • ଲଙ୍କାଗୁଣ୍ଡ
  • ତେଲ
  • ଲୁଣ
  • ଜୁଆଣୀପତ୍ର ବଟା
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିଙ୍ଗୁଡ଼ିକୁ ଭଲଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ସୋରିଷ ବଟା, ଅଦାରସୁଣ ବଟା, ଜୀରାଧନିଆ ବଟା, ଲଙ୍କାଗୁଣ୍ଡ, ତେଲ, ଲୁଣ ଓ ଜୁଆଣୀପତ୍ର ବଟାକୁ ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ ଏକ ବଡ଼ ସନ୍ତରା ବା କମଳାକୁ ମଝିରୁ ଦୁଇଭାଗ କରି ତାର ଭିତର ଅଂଶକୁ କାଢ଼ିଦିଅନ୍ତୁ। ଏବେ ମସଲା ଗୋଳା ଚିଙ୍ଗୁଡ଼ିକୁ କମଳାର ଖୋଳପା ଭିତରେ ରଖି ତାକୁ ଅଟା ଦ୍ୱାରା ବନ୍ଦ କରି ନିଆଁ ଅଙ୍ଗାରରେ ୧୦ ରୁ ୧୫ ମିନିଟ୍‌ ଯାଏଁ ପୋଡ଼ନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ସନ୍ତରା ଚିଙ୍ଗୁଡ଼ି ପୋଡ଼ା’

Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe