ପାମ୍ପଲେଟ୍‌ ମସାଲା- Know the Recipe of Pamphlet Masala

ଆବଶ୍ୟକ ସାମଗ୍ରୀ: ପାମ୍ପଲେଟ୍ ମାଛ, ଅଦା ରସୁଣ ପିଆଜ ଜିରା ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, କର୍ଣ୍ଣଫ୍ଲୋର ପାଉଡର୍‌,ଟମାଟୋ, ପିଆଜ କଟା, ଧନିଆ ପତ୍ର, ସୋରିଷ ତେଲ ଓ ଲୁଣ ପ୍ରସ୍ତୁତି ପ୍ରଣାଳୀ : ପାମ୍ପଲେଟ୍‌ ମସାଲା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାମ୍ପଲେଟ୍‌ ମାଛର ପେଟକୁ ଚିରି ସଫା କରି ଲୁଣ ହଳଦୀ ଗୋଲାଇ ଗୋଟିଏ ପାତ୍ରରେ ରଖନ୍ତୁ। ପିଆଜ, ଅଦା, ରସୁଣ, ଜିରା ଓ ଧନିଆ ପେଷ୍ଟ କରି ସେଥିରେ […]

machha

machha

Puspanjali Panda
  • Published: Sunday, 21 June 2020
  • Updated: 12 October 2020, 01:09 PM IST

ଆବଶ୍ୟକ ସାମଗ୍ରୀ:

ପାମ୍ପଲେଟ୍ ମାଛ, ଅଦା ରସୁଣ ପିଆଜ ଜିରା ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, କର୍ଣ୍ଣଫ୍ଲୋର ପାଉଡର୍‌,ଟମାଟୋ, ପିଆଜ କଟା, ଧନିଆ ପତ୍ର, ସୋରିଷ ତେଲ ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ :

ପାମ୍ପଲେଟ୍‌ ମସାଲା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାମ୍ପଲେଟ୍‌ ମାଛର ପେଟକୁ ଚିରି ସଫା କରି ଲୁଣ ହଳଦୀ ଗୋଲାଇ ଗୋଟିଏ ପାତ୍ରରେ ରଖନ୍ତୁ। ପିଆଜ, ଅଦା, ରସୁଣ, ଜିରା ଓ ଧନିଆ ପେଷ୍ଟ କରି ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ପାମ୍ପଲେଟ୍‌ର ପେଟ ଭିତରେ ମସଲା ପେଷ୍ଟକୁ ପୁରାନ୍ତୁ। କର୍ଣ୍ଣଫ୍ଲୋର ପାଉଡର୍‌କୁ ମସଲା ଦିଆ ପାମ୍ପଲେଟ୍‌ ଉପରେ ଗୋଳାଇ ତେଲରେ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପାମ୍ପଲେଟ୍‌ ମସଲା। ଏଥିରେ ଆପଣ ଟମାଟୋ, ପିଆଜ ଓ ଧନିଆ ପତ୍ର ଗାର୍‌ନିସ୍‌ କରି ଖାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story