ସପୁରୀ ଛେନା କେକ୍‌

ଆବଶ୍ୟକ ସାମଗ୍ରୀ: ୧ କେଜି ଛେନା, ୩୦୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ୧୦୦ ଗ୍ରାମ ସୁଜି, କଟା ସପୁରୀ, ମିକ୍ସ ଫ୍ରୁଟ୍‌ ଏସେନ୍ସ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନାରେ ବ୍ରାଉନ୍‌ ସୁଗାର ଓ ସୁଜି ଦେଇ ଭଲଭାବେ ଚକଟନ୍ତୁ। ଏହାପରେ ସେଥିରେ ଅଳ୍ପ କଟା ସପୁରୀ ଓ ମିକ୍ସ ଫ୍ରୁଟ୍‌ ଏସେନ୍ସ ପକାଇ ପୁଣି ଭଲଭାବେ ଚକଟି ଦିଅନ୍ତୁ। ଏବେ ଏକ ପାତ୍ରରେ ତେଲ ମାରି ସପୁରୀ ଗୋଳା ଛେନାକୁ ଢାଳନ୍ତୁ। ତା’ ଉପରେ […]

cake

cake

Chinmayee Roy
  • Published: Saturday, 04 January 2020
  • Updated: 05 January 2020, 07:27 AM IST

Sports

Latest News

ଆବଶ୍ୟକ ସାମଗ୍ରୀ: ୧ କେଜି ଛେନା, ୩୦୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ୧୦୦ ଗ୍ରାମ ସୁଜି, କଟା ସପୁରୀ, ମିକ୍ସ ଫ୍ରୁଟ୍‌ ଏସେନ୍ସ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନାରେ ବ୍ରାଉନ୍‌ ସୁଗାର ଓ ସୁଜି ଦେଇ ଭଲଭାବେ ଚକଟନ୍ତୁ। ଏହାପରେ ସେଥିରେ ଅଳ୍ପ କଟା ସପୁରୀ ଓ ମିକ୍ସ ଫ୍ରୁଟ୍‌ ଏସେନ୍ସ ପକାଇ ପୁଣି ଭଲଭାବେ ଚକଟି ଦିଅନ୍ତୁ। ଏବେ ଏକ ପାତ୍ରରେ ତେଲ ମାରି ସପୁରୀ ଗୋଳା ଛେନାକୁ ଢାଳନ୍ତୁ। ତା’ ଉପରେ ଆଉ କିଛି କଟା ସପୁରୀ ପକାଇ ମାଇକ୍ରୋଓଭନ୍‌ରେ ୨୦ ରୁ ୨୫ ମିନିଟ୍‌ ଯାଏଁ ବେକ୍‌ କରନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ସପୁରୀ ଛେନା କେକ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story