Advertisment

ସପୁରୀ ଛେନା କେକ୍‌

ଆବଶ୍ୟକ ସାମଗ୍ରୀ: ୧ କେଜି ଛେନା, ୩୦୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ୧୦୦ ଗ୍ରାମ ସୁଜି, କଟା ସପୁରୀ, ମିକ୍ସ ଫ୍ରୁଟ୍‌ ଏସେନ୍ସ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନାରେ ବ୍ରାଉନ୍‌ ସୁଗାର ଓ ସୁଜି ଦେଇ ଭଲଭାବେ ଚକଟନ୍ତୁ। ଏହାପରେ ସେଥିରେ ଅଳ୍ପ କଟା ସପୁରୀ ଓ ମିକ୍ସ ଫ୍ରୁଟ୍‌ ଏସେନ୍ସ ପକାଇ ପୁଣି ଭଲଭାବେ ଚକଟି ଦିଅନ୍ତୁ। ଏବେ ଏକ ପାତ୍ରରେ ତେଲ ମାରି ସପୁରୀ ଗୋଳା ଛେନାକୁ ଢାଳନ୍ତୁ। ତା’ ଉପରେ […]

author-image
Chinmayee Roy
ଅଦ୍ୟତନ ହୋଇଛି
ସପୁରୀ ଛେନା କେକ୍‌

cake

ଆବଶ୍ୟକ ସାମଗ୍ରୀ: ୧ କେଜି ଛେନା, ୩୦୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ୧୦୦ ଗ୍ରାମ ସୁଜି, କଟା ସପୁରୀ, ମିକ୍ସ ଫ୍ରୁଟ୍‌ ଏସେନ୍ସ ଓ ତେଲ।

Advertisment

publive-image

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନାରେ ବ୍ରାଉନ୍‌ ସୁଗାର ଓ ସୁଜି ଦେଇ ଭଲଭାବେ ଚକଟନ୍ତୁ। ଏହାପରେ ସେଥିରେ ଅଳ୍ପ କଟା ସପୁରୀ ଓ ମିକ୍ସ ଫ୍ରୁଟ୍‌ ଏସେନ୍ସ ପକାଇ ପୁଣି ଭଲଭାବେ ଚକଟି ଦିଅନ୍ତୁ। ଏବେ ଏକ ପାତ୍ରରେ ତେଲ ମାରି ସପୁରୀ ଗୋଳା ଛେନାକୁ ଢାଳନ୍ତୁ। ତା’ ଉପରେ ଆଉ କିଛି କଟା ସପୁରୀ ପକାଇ ମାଇକ୍ରୋଓଭନ୍‌ରେ ୨୦ ରୁ ୨୫ ମିନିଟ୍‌ ଯାଏଁ ବେକ୍‌ କରନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ସପୁରୀ ଛେନା କେକ୍‌।