Advertisment

ଖାଲି ପୋଟଳ ନୁହେଁ, ତା ପତ୍ରରୁ ପ୍ରସ୍ତୁତ କରନ୍ତୁ ସୁଆଦିଆ ବ୍ୟଞ୍ଜନ

ଆବଶ୍ୟକୀୟ ସାମଗ୍ରୀ: କଟା ସାରୁ, ହଳଦୀଗୁଣ୍ଡ, ରିଫାଇନ୍ ତେଲ, ପୋଟଳ ପତ୍ର ବଟା, ସୋରିଷ, ଜୀରା, ଅଦା ବଟା, ସ୍ୱାଦଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପୋଟଳ ପତ୍ରକୁ ଧୋଇ ସେଥିରେ ଜୀରା, ହଳଦୀଗୁଣ୍ଡ, ଶୁଖିଲା ଲଙ୍କା ପକେଇ ବାଟି ରଖନ୍ତୁ। କରେଇରେ ତେଲ ଗରମ କରି ପୋଟଳପତ୍ର ବଟାକୁ ଭଲଭାବେ କଷି ଦିଅନ୍ତୁ। ଆଉ ଗୋଟେ କରେଇରେ ତେଲ ଗରମ କରି ଫୁଟଣ ଫୁଟାନ୍ତୁ। ଫୁଟଣ ଫୁଟିବା ପରେ ଅଦା ସୋରିଷ ଜୀରା ଶୁଖିଲାଲଙ୍କା ବଟା, ଲୁଣ […]

ଖାଲି ପୋଟଳ ନୁହେଁ, ତା ପତ୍ରରୁ ପ୍ରସ୍ତୁତ କରନ୍ତୁ ସୁଆଦିଆ ବ୍ୟଞ୍ଜନ

44

Advertisment

ଆବଶ୍ୟକୀୟ ସାମଗ୍ରୀ:କଟା ସାରୁ, ହଳଦୀଗୁଣ୍ଡ, ରିଫାଇନ୍ ତେଲ, ପୋଟଳ ପତ୍ର ବଟା, ସୋରିଷ, ଜୀରା, ଅଦା ବଟା, ସ୍ୱାଦଅନୁସାରେ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପୋଟଳ ପତ୍ରକୁ ଧୋଇ ସେଥିରେ ଜୀରା, ହଳଦୀଗୁଣ୍ଡ, ଶୁଖିଲା ଲଙ୍କା ପକେଇ ବାଟି ରଖନ୍ତୁ। କରେଇରେ ତେଲ ଗରମ କରି ପୋଟଳପତ୍ର ବଟାକୁ ଭଲଭାବେ କଷି ଦିଅନ୍ତୁ। ଆଉ ଗୋଟେ କରେଇରେ ତେଲ ଗରମ କରି ଫୁଟଣ ଫୁଟାନ୍ତୁ। ଫୁଟଣ ଫୁଟିବା ପରେ ଅଦା ସୋରିଷ ଜୀରା ଶୁଖିଲାଲଙ୍କା ବଟା, ଲୁଣ ଓ ହଳଦୀଗୁଣ୍ଡ ପକେଇ କଷନ୍ତୁ। ମସଲା କଷି ହୋଇଯିବା ପରେ କଟା ସାରୁ ଓ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡେ଼ଇ ଦିଅନ୍ତୁ। ସାରୁ ସିଝିବା ପରେ ପ୍ରସ୍ତୁତ ପୋଟଳ ପତ୍ର କଷା ଓ ଅଳ୍ପ ପାଣି ଦେଇ ଆଉଥରେ ଘୋଡ଼ଣୀ ଘୋଡେ଼ଇ ଦିଅନ୍ତୁ। ୪ ରୁ ୫ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ପୋଟଳ ପତ୍ର ସାରୁ ବେସର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe