Odia food Recipe:କେବେ ଖାଇଛନ୍ତି ‘ମୁଗପୁର କଦଳୀବରା’- Mugapur kadali bara

ଆବଶ୍ୟକ ସାମଗ୍ରୀ: କଞ୍ଚା କଦଳୀ ସିଝା ମୁଗ ଚାଉଳ ଚୂନା ଲୁଣ ହଳଦୀ ଛେନା ଗୁଡ଼ ଅଦା ଛେଚା ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୋପା ଛଡ଼ାଇ କଞ୍ଚା କଦଳୀକୁ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ। ଏହା ପରେ ସିଝା ମୁଗରେ ଛେନା, ଗୁଡ଼, ଅଦା ଛେଚା ଓ ଗୋଲମରିଚ ଗୁଣ୍ଡକୁ ମିଶାଇ ପୁର ପ୍ରସ୍ତୁତ କରନ୍ତୁ। କଦଳୀ ସିଝି ଯିବା ପରେ ସେଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଚକଟି […]

food

food

Chinmayee Roy
  • Published: Sunday, 10 November 2019
  • Updated: 01 September 2020, 05:56 PM IST

Sports

Latest News

ଆବଶ୍ୟକ ସାମଗ୍ରୀ:

  • କଞ୍ଚା କଦଳୀ
  • ସିଝା ମୁଗ
  • ଚାଉଳ ଚୂନା
  • ଲୁଣ
  • ହଳଦୀ
  • ଛେନା
  • ଗୁଡ଼
  • ଅଦା ଛେଚା
  • ଗୋଲମରିଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚୋପା ଛଡ଼ାଇ କଞ୍ଚା କଦଳୀକୁ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ। ଏହା ପରେ ସିଝା ମୁଗରେ ଛେନା, ଗୁଡ଼, ଅଦା ଛେଚା ଓ ଗୋଲମରିଚ ଗୁଣ୍ଡକୁ ମିଶାଇ ପୁର ପ୍ରସ୍ତୁତ କରନ୍ତୁ।

କଦଳୀ ସିଝି ଯିବା ପରେ ସେଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ କଦଳୀ ଓ ଚାଉଳ ଚୂନା ଚକଟାକୁ କାକରା ପିଠା ଆକାରର କରି ତା ଭିତରେ ମୁଗ ଓ ଛେନାର ପୁର ଦେଇ ଗଢ଼ନ୍ତୁ।  ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ ଓ ସେଗୁଡ଼ିକୁ ଚାଉଳ ଚୂନାରେ ପକାଇ ତେଲରେ ଛାଣନ୍ତୁ। ଲାଲ୍‌ ହୋଇଗଲେ ସେଗୁଡ଼ିକୁ ଏକ ପ୍ଲେଟ୍‌କୁ କାଢ଼ି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ‘ମୁଗପୁର କଦଳୀବରା’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story