ବିନା ପିଆଜ ରସୁଣରେ ଘରେ ତିଆରି କରନ୍ତୁ ସାହି ପୋଟଳ

ଆବଶ୍ୟକ ସାମଗ୍ରୀ: ପୋଟଳ, ଆଳୁ, ସୋରିଷ ତେଲ, ଟମାଟୋ, ଅଦା, କ୍ଷୀର, କାଜୁ, କଞ୍ଚା ଲଙ୍କା, ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା, ଲୁଣ, ଗରମ ମସଲା ଏବଂ କଟା ଧନିଆ ପତ୍ର । ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ପୋଟଳ ଓ ଆଳୁରୁ ଚୋପା ଛଡ଼ାଇ ଦିଅନ୍ତୁ। ଆଳୁକୁ କାଟି ଖଣ୍ଡ ଖଣ୍ଠ କରି ଦିଅନ୍ତୁ। ବେଶି ପତଳା କରିବେନି। ଏହପରେ ସେଗୁଡ଼ିକୁ ଧୋଇ ଏକ ପାତ୍ରରେ ରଖନ୍ତୁ। କରେଇରେ ତେଲ ଗରମ କରନ୍ତୁ। […]

sahi-potal

sahi-potal

Tapaswini Nayak
  • Published: Monday, 29 November 2021
  • Updated: 29 November 2021, 11:21 AM IST

Sports

Latest News

ଆବଶ୍ୟକ ସାମଗ୍ରୀ: ପୋଟଳ, ଆଳୁ, ସୋରିଷ ତେଲ, ଟମାଟୋ, ଅଦା, କ୍ଷୀର, କାଜୁ, କଞ୍ଚା ଲଙ୍କା, ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା, ଲୁଣ, ଗରମ ମସଲା ଏବଂ କଟା ଧନିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ପୋଟଳ ଓ ଆଳୁରୁ ଚୋପା ଛଡ଼ାଇ ଦିଅନ୍ତୁ। ଆଳୁକୁ କାଟି ଖଣ୍ଡ ଖଣ୍ଠ କରି ଦିଅନ୍ତୁ। ବେଶି ପତଳା କରିବେନି। ଏହପରେ ସେଗୁଡ଼ିକୁ ଧୋଇ ଏକ ପାତ୍ରରେ ରଖନ୍ତୁ। କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଚୋପା ଛଡ଼ା ହୋଇଥିବା ଗୋଟା ପୋଟଳ ଓ  କଟା ଆଳୁକୁ ପକାଇ ଭାଜନ୍ତୁ। ଏହା ଭାଜି ହେଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ ଟମାଟୋ, ଅଦା  ଓ କଞ୍ଚା ଲଙ୍କା ନେଇ ପେଷ୍ଟ ତିଆରି କରନ୍ତୁ। ଏହାସହ କ୍ଷୀର ଓ କାଜୁକୁ ଏକାଠି ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ ।

ଏବେ ପୁଣି କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା ପକାନ୍ତୁ। ତା’ ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଦା, ଟମାଟୋ ଏବଂ କଞ୍ଚା ଲଙ୍କା ପେଷ୍ଟକୁ ପକାନ୍ତୁ। ପରେ ସେଥିରେ ଧନିଆ ପାଉଡର୍‌ ଓ ଲଙ୍କା ଗୁଣ୍ଡ, ହଳଦୀ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ମସଲାକୁ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ କାଜୁ ପେଷ୍ଟକୁ ପକାଇ ଅଳ୍ପ ସମୟ ମସଲା କଷନ୍ତୁ।

ମସଲା କଷି  ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ପାଣି ଫୁଟିବା ପରେ ସେଥିରେ ଭଜା ହୋଇଥିବା ପୋଟଳ ଓ ଆଳୁକୁ ପକାଇ ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ।  ଆଳୁ ଓ  ପୋଟଳ ଭଲଭାବେ ସିଝି ଯିବା ସହ ଓ ତରକାରିରୁ ପାଣି ମରିଯିବା ପରେ ଗ୍ୟାସ ଆଞ୍ଚକୁ ବନ୍ଦ କରି ଦିଅନ୍ତୁ। କରେଇକୁ ତଳକୁ ଓହ୍ଲାଇ ସେଥିରେ ଗରମ ମସଲା ଓ କଟା ଧନିଆ ପତ୍ର ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସାହି ପୋଟଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story