Advertisment

କେବେ ଖାଇଛନ୍ତି 'ସୁଜି ଆପେ' ?- Know the unique recipe of suji appe

ଆବଶ୍ୟକ ସାମଗ୍ରୀ: ସୁଜି ଦହି ସୋରିଷ-ଜୀରା ବଟା କଟା ପିଆଜ କଞ୍ଚାଲଙ୍କା ବଟା ଭୁର୍ସୁଙ୍ଗ ପତ୍ର କଟା ଟମାଟୋ ଲୁଣ ଖାଇବା ସୋଢ଼ା  ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ଦହି ଓ ପାଣି ମିଶାଇ ସେଥିରେ ସୁଜି ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ […]

ଅଦ୍ୟତନ ହୋଇଛି
କେବେ ଖାଇଛନ୍ତି 'ସୁଜି ଆପେ' ?- Know the unique recipe of suji appe

sooji-aape

Advertisment

ଆବଶ୍ୟକ ସାମଗ୍ରୀ:

  • ସୁଜି
  • ଦହି
  • ସୋରିଷ-ଜୀରା ବଟା
  • କଟା ପିଆଜ
  • କଞ୍ଚାଲଙ୍କା ବଟା
  • ଭୁର୍ସୁଙ୍ଗ ପତ୍ର
  • କଟା ଟମାଟୋ
  • ଲୁଣ
  • ଖାଇବା ସୋଢ଼ା
  •  ତେଲ
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ଦହି ଓ ପାଣି ମିଶାଇ ସେଥିରେ ସୁଜି ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ ଦହି ଓ ସୁଜି ମିଶ୍ରଣରେ ଭଜା ମସଲା, ଲୁଣ ଓ ଖାଇବା ସୋଢ଼ା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।

ଏବେ ଏକ ଛାଞ୍ଚରେ ତେଲ ମାରି ମସଲାଗୋଳା ସୁଜିକୁ ରଖି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ତାକୁ ଲେଉଟାଇ ଦେଇ ପୁଣି ଘୋଡ଼ଣୀ ଘୋଡ଼ଇ ଦିଅନ୍ତୁ। ଦୁଇ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ସୁଜି ଆପେ’।

Advertisment
Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe