/odisha-reporter/media/post_attachments/uploads/2020/02/fish.jpg)
fish
ଆବଶ୍ୟକ ସାମଗ୍ରୀ: ମାଛ, ଧଳା ସୋରିଷ, ନଡ଼ିଆ ପୋସ୍ତ, କଞ୍ଚା ଲଙ୍କା ବଟା, ବସା ଦହି, ଲୁଣ ଓ ରିଫାଇନ ତେଲ।
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ, ଧଳା ସୋରିଷ, ନଡ଼ିଆ ପୋସ୍ତ ଓ କଞ୍ଚା ଲଙ୍କା ବଟା, ବସା ଦହି ଓ ରିଫାଇନ ତେଲ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାପରେ ମ୍ୟାରିନେଟ୍ ମାଛକୁ ଏକ ପାତ୍ରରେ ରଖି ସେଥିରେ ଗୋଟା କଞ୍ଚାଲଙ୍କା ଓ ଅଳ୍ପ ରିଫାଇନ୍ ତେଲ ପକାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଦେଇ ମାଛ ଭର୍ତ୍ତି ହୋଇଥିବା ଟିଫିନ୍କୁ ରଖି ଘୋଡ଼ଣୀ ଘୋଡ଼ାଇଦିଅନ୍ତୁ। ୨୦ରୁ ୨୫ ମିନିଟ୍ ଭିତରେ ପ୍ରସ୍ତୁତ ହୋଇଯିବ ‘ବାମ୍ଫ ବାଟି ମାଛ’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
