Advertisment

ଘରେ ପ୍ରସ୍ତୁତ କରନ୍ତୁ କନ୍ଦମୂଳ ପିଠା

ଆବଶ୍ୟକ ସାମଗ୍ରୀ: କନ୍ଦମୂଳ, ଚାଉଳ ଚୂନା, ଅଦାବଟା, ଗୋଲମରିଚ ଗୁଣ୍ଡ, ଲୁଣ ଓ ରିଫାଇନ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କନ୍ଦମୂଳକୁ ସିଝାଇ ରଖନ୍ତୁ। ତା’  ପରେ ସିଝା କନ୍ଦମୂଳରୁ ଚୋପା ଛଡ଼ାଇ ସେଥିରେ ଚାଉଳ ଚୂନା, ଅଦାବଟା, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ସେହି ଚକଟାକୁ ପିଠା ଆକାରରେ ଗଢ଼ି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଗୁଡ଼ିକୁ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କନ୍ଦମୂଳ ପିଠା।

author-image
Niharika Rout
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ କନ୍ଦମୂଳ ପିଠା

kakara

ଆବଶ୍ୟକ ସାମଗ୍ରୀ: କନ୍ଦମୂଳ, ଚାଉଳ ଚୂନା, ଅଦାବଟା, ଗୋଲମରିଚ ଗୁଣ୍ଡ, ଲୁଣ ଓ ରିଫାଇନ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କନ୍ଦମୂଳକୁ ସିଝାଇ ରଖନ୍ତୁ। ତା’  ପରେ ସିଝା କନ୍ଦମୂଳରୁ ଚୋପା ଛଡ଼ାଇ ସେଥିରେ ଚାଉଳ ଚୂନା, ଅଦାବଟା, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ସେହି ଚକଟାକୁ ପିଠା ଆକାରରେ ଗଢ଼ି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଗୁଡ଼ିକୁ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କନ୍ଦମୂଳ ପିଠା।