Advertisment

Odia food Recipe: ତାୱା ସେକା ଚିକେନ୍‌- Recipe of Tawa chicken in odia

ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍‌ ଚିକେନ୍‌ ଚାଉଳ ବଟା ପିଆଜ ବଟା ଅଦା-ରସୁଣ ବଟା ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୋନ୍‌ଲେସ୍‌ ଚିକେନ୍‌କୁ ଭଲଭାବେ ଧୋଇ ତାକୁ କିମା ଭଳି କାଟି ଏକ ପାତ୍ରରେ ରଖନ୍ତୁ। ଏହାପରେ ସେଥିରେ ଅଳ୍ପ ଚାଉଳ ବଟା, ପିଆଜ ବଟା, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ କିଛି ସମୟ ସେଇଭଳି […]

ଅଦ୍ୟତନ ହୋଇଛି
Odia food Recipe: ତାୱା ସେକା ଚିକେନ୍‌- Recipe of Tawa chicken in odia

chckn

Advertisment

ଆବଶ୍ୟକ ସାମଗ୍ରୀ:

  • ବୋନ୍‌ଲେସ୍‌ ଚିକେନ୍‌
  • ଚାଉଳ ବଟା
  • ପିଆଜ ବଟା
  • ଅଦା-ରସୁଣ ବଟା
  • ଲଙ୍କା ଗୁଣ୍ଡ
  • ହଳଦୀ ଗୁଣ୍ଡ
  • ଲୁଣ
  • ତେଲ
Advertisment

ପ୍ରସ୍ତୁତିପ୍ରଣାଳୀ:

ପ୍ରଥମେ ବୋନ୍‌ଲେସ୍‌ ଚିକେନ୍‌କୁ ଭଲଭାବେ ଧୋଇ ତାକୁ କିମା ଭଳି କାଟି ଏକ ପାତ୍ରରେ ରଖନ୍ତୁ। ଏହାପରେ ସେଥିରେ ଅଳ୍ପ ଚାଉଳ ବଟା, ପିଆଜ ବଟା, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ କିଛି ସମୟ ସେଇଭଳି ରଖିଦିଅନ୍ତୁ ରଖିଦିଅନ୍ତୁ।

କିଛି ସମୟ ପରେ ଏକ ତାୱାରେ ତେଲ ଗରମ କରି ସେଥିରେ ମାରିନେଟ୍‌ ହୋଇ ରହିଥିବା ଚିକେନ୍‌କୁ ପିଠା ଭଳି ପକାନ୍ତୁ। ସିଝିବା ପାଇଁ ଏହାକୁ ଘୋଡ଼ାଇ ଦିଅନ୍ତୁ। ତେବେ ଦୁଇ ତିନି ଚାରି ଥର ତାକୁ ଲେଉଟାନ୍ତୁ। ଚିକେନ୍‌ ସିଝିଗଲେ ତାୱାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ତାୱା ସେକା ଚିକେନ୍‌’।

Advertisment
Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe