ଆବଶ୍ୟକ ସାମଗ୍ରୀ: କ୍ଷୀର, କଫି, ଚିନି, ଭ୍ୟାନିଲା ଆଇସକ୍ରିମ,ଚକଲେଟ୍ ସିରପ,ବରଫ, ଡାଏର ମିଲ୍କ ଚକଲେଟ୍
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ଜାର୍ରେ କିଛି ଥଣ୍ଡା କ୍ଷୀର ନିଅନ୍ତୁ। ସେଥିରେ କିଛି କଫି ଓ ସ୍ୱାଦ ଅନୁସାରେ ଚିନି ପକାଇ ଦିଅନ୍ତୁ। ପରେ ଭ୍ୟାନିଲା ଫେବରର ଆଇସକ୍ରିମକୁ ଅଳ୍ପ କିଛି ପକାନ୍ତୁ। ତା’ପରେ ଚକଲେଟ୍ ସିରପ ଓ କିଛି ବରଫକୁ ପକାଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
କଫି ରଖିବା ପାଇଁ କାଚ ଗ୍ଲାସ ନିଅନ୍ତୁ। ସେଥିରେ ଚକଲେଟ୍ ସିରଫ ପକାଇ ସଜାଇ ଦିଅନ୍ତୁ। ତା’ ପରେ ଗ୍ରାଇଣ୍ଡିଂ କରି ରଖିଥିବା କଫିକୁ ସେଥିରେ ରଖନ୍ତୁ। ପରେ ଡାଏର ମିଲ୍କ ଚକଲେଟ୍କୁ ଗ୍ରେଟ୍ କରି ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇ କୋଲ୍ଡ କଫି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...