Advertisment

କୋଲ୍ଡ କଫି

ଆବଶ୍ୟକ ସାମଗ୍ରୀ: କ୍ଷୀର, କଫି, ଚିନି, ଭ୍ୟାନିଲା ଆଇସକ୍ରିମ,ଚକଲେଟ୍ ସିରପ,ବରଫ, ଡାଏର ମିଲ୍କ ଚକଲେଟ୍‌ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ଜାର୍‌ରେ କିଛି ଥଣ୍ଡା କ୍ଷୀର ନିଅନ୍ତୁ। ସେଥିରେ କିଛି କଫି ଓ ସ୍ୱାଦ ଅନୁସାରେ ଚିନି ପକାଇ ଦିଅନ୍ତୁ। ପରେ ଭ୍ୟାନିଲା ଫେବରର ଆଇସକ୍ରିମକୁ ଅଳ୍ପ କିଛି ପକାନ୍ତୁ। ତା’ପରେ ଚକଲେଟ୍ ସିରପ ଓ କିଛି ବରଫକୁ ପକାଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। କଫି ରଖିବା ପାଇଁ କାଚ ଗ୍ଲାସ ନିଅନ୍ତୁ। ସେଥିରେ […]

କୋଲ୍ଡ କଫି

cold coffee

Advertisment

ଆବଶ୍ୟକ ସାମଗ୍ରୀ: କ୍ଷୀର, କଫି, ଚିନି, ଭ୍ୟାନିଲା ଆଇସକ୍ରିମ,ଚକଲେଟ୍ ସିରପ,ବରଫ, ଡାଏର ମିଲ୍କ ଚକଲେଟ୍‌

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ଜାର୍‌ରେ କିଛି ଥଣ୍ଡା କ୍ଷୀର ନିଅନ୍ତୁ। ସେଥିରେ କିଛି କଫି ଓ ସ୍ୱାଦ ଅନୁସାରେ ଚିନି ପକାଇ ଦିଅନ୍ତୁ। ପରେ ଭ୍ୟାନିଲା ଫେବରର ଆଇସକ୍ରିମକୁ ଅଳ୍ପ କିଛି ପକାନ୍ତୁ। ତା’ପରେ ଚକଲେଟ୍ ସିରପ ଓ କିଛି ବରଫକୁ ପକାଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ।

କଫି ରଖିବା ପାଇଁ କାଚ ଗ୍ଲାସ ନିଅନ୍ତୁ। ସେଥିରେ ଚକଲେଟ୍ ସିରଫ ପକାଇ ସଜାଇ ଦିଅନ୍ତୁ। ତା’ ପରେ ଗ୍ରାଇଣ୍ଡିଂ କରି ରଖିଥିବା କଫିକୁ ସେଥିରେ  ରଖନ୍ତୁ। ପରେ ଡାଏର ମିଲ୍କ ଚକଲେଟ୍‌କୁ ଗ୍ରେଟ୍‌ କରି ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇ କୋଲ୍ଡ କଫି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe