Advertisment

ଇଭିନିଂ ସ୍ନାକ୍ସରେ ତିଆରି କରନ୍ତୁ 'ବ୍ରେଡ୍ ପିଜ୍ଜା'

ଆବଶ୍ୟକ ସାମଗ୍ରୀ: ବ୍ରେଡ, ସୁଜି, କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଅଦା,  ମୋଜରିଲା ଚିଜ୍ ଓ ଲୁଣ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ରରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ। ଏବେ ଏଥିରେ ସୁଜି ଏବଂ ପାଣି ପକାଇ ଗାଢ଼ା ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ବ୍ରେଡ୍‌ ସ୍ଲାଇସ୍‌ ଉପରେ […]

ଇଭିନିଂ ସ୍ନାକ୍ସରେ ତିଆରି କରନ୍ତୁ 'ବ୍ରେଡ୍ ପିଜ୍ଜା'

pizza

Advertisment

ଆବଶ୍ୟକ ସାମଗ୍ରୀ: ବ୍ରେଡ, ସୁଜି, କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଅଦା,  ମୋଜରିଲା ଚିଜ୍ ଓ ଲୁଣ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ରରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ। ଏବେ ଏଥିରେ ସୁଜି ଏବଂ ପାଣି ପକାଇ ଗାଢ଼ା ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ବ୍ରେଡ୍‌ ସ୍ଲାଇସ୍‌ ଉପରେ ଏକ ଚାମଚ ପ୍ରସ୍ତୁତ ଘୋଳ ନିଅନ୍ତୁ। ଏବେ ଯେଉଁ ପଟେ ସୁଜି ଲାଗିଥିବ ସେହି ସାଇଡକୁ ଧୀମା ଆଞ୍ଚରେ ସେକନ୍ତୁ। ଏହାପରେ ଏହାକୁ ଓଲଟାଇ ଚିଜ୍‌ ଲଗାଇ ଧୀମା ଆଞ୍ଚରେ ଘୋଡାଇ ରଖନ୍ତୁ। ଚିଜ୍ ମେଲ୍ଟ ହୋଇଗଲାପରେ ଏହାକୁ ପ୍ଲେଟରେ ବାହାର କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ବ୍ରେଡ୍ ପିଜ୍ଜା’। ଏହାକୁ ଟମାଟୋ ସସ୍ କିମ୍ବା ଚଟଣୀ ସହିତ ଗରମା ଗରମ ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe