Advertisment

କରଡ଼ି ବେସର ମାଛ

ଆବଶ୍ୟକ ସାମଗ୍ରୀ: ମାଛ, ପଞ୍ଚ ଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ପିଆଜ, ସୋରିଷ ବଟା, ରସୁଣ ବଟା, ବାଉଁଶ କରଡ଼ି, କଟା ଟମାଟୋ, ଲୁଣ ଓ ରିଫାଇନ୍‌ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ପିଆଜ, ସୋରିଷ ବଟା, ଶୁଖିଲା ଲଙ୍କା, ରସୁଣ ବଟା, ବାଉଁଶ କରଡ଼ି, କଟା ଟମାଟୋ, ଲୁଣ ଓ ରିଫାଇନ୍‌ ତେଲ ପକାଇ ମ୍ୟାରିନେଟ୍‌ କରନ୍ତୁ। କଡ଼େଇରେ ତେଲ […]

author-image
Chinmayee Roy
ଅଦ୍ୟତନ ହୋଇଛି
କରଡ଼ି ବେସର ମାଛ

fish beshara

ଆବଶ୍ୟକସାମଗ୍ରୀ:ମାଛ, ପଞ୍ଚଫୁଟଣ, ତେଜପତ୍ର, ଶୁଖିଲାଲଙ୍କା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟାପିଆଜ, ସୋରିଷ ବଟା, ରସୁଣବଟା, ବାଉଁଶକରଡ଼ି, କଟାଟମାଟୋ, ଲୁଣରିଫାଇନ୍ତେଲ।

Advertisment

ପ୍ରସ୍ତୁତିପ୍ରଣାଳୀ:ପ୍ରଥମେମାଛରେହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟାପିଆଜ, ସୋରିଷ ବଟା, ଶୁଖିଲାଲଙ୍କା, ରସୁଣବଟା, ବାଉଁଶକରଡ଼ି, କଟାଟମାଟୋ, ଲୁଣରିଫାଇନ୍ତେଲପକାଇମ୍ୟାରିନେଟ୍କରନ୍ତୁ।କଡ଼େଇରେତେଲଗରମକରିପଞ୍ଚଫୁଟଣ, ଶୁଖୁଲାଲଙ୍କାତେଜପତ୍ରପକାନ୍ତୁ।ଫୁଟଣଫୁଟିବାପରେସେଥିରେମ୍ୟାରିନେଟ୍ହୋଇଥିବାକରଡ଼ିମାଛକୁପକାଇତା’ଉପରେଅଳ୍ପରିଫାଇନ୍ତେଲଦେଇଘୋଡ଼ଣୀଘୋଡ଼ାଇଦିଅନ୍ତୁ।ତିନି ଚାରି ମିନିଟ୍ପରେଘୋଡ଼ଣୀବାହାରକରି ପାଣିଦେଇପୁଣିଘୋଡ଼ଣୀଘୋଡ଼ାଇଦିଅନ୍ତୁ। (ମନେ ରଖିବେ, ଏଥିରେ ଅଧିକ ପାଣି ଦେବେ ନାହିଁ। କେବଳ ସବୁ ଜିନିଷ ସିଝିବା ପରି ପାଣି ଦେବେ।) କିଛିସମୟପରେପ୍ରସ୍ତୁତହୋଇଯିବ ସୁଆଦିଆ ‘କରଡ଼ିବେସରମାଛ