ଲଣ୍ଡନ:ଅତିମାତ୍ରାରେ ତରକାରୀ ବାସ୍ନା ପାଇଁ ରେଷ୍ଟୁରାଣ୍ଟ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିଛି। କୋର୍ଟ ନିର୍ଦ୍ଦେଶ ଆଧାରରରେ ଏହି ଦଣ୍ଡ ମିଳିଛି। ଅନ୍ୟ କେହି ଦେଶର ଲୋକ ନୁହେଁ ଜଣେ ଭାରତୀୟ ରେଷ୍ଟୁରାଣ୍ଟ ମାଲିକଙ୍କୁ ଏମିତି ତଣ୍ଡ ଗଣିବାକୁ ପଡ଼ିଛି। ମଳିଥିବା ସୂଚନା ଅନୁଯାୟୀ, ଭାରତର ସବ୍ନା ଏବଂ ମହମ୍ମଦ ଖୁସି ନାମକ ଦମ୍ପତ୍ତିଙ୍କ ୟୁକେର କମ୍ବରଲେଣ୍ଡ ରୋଡ଼ରେ ଖୁସି ନାମକ ଏକ ରେଷ୍ଟୁରାଣ୍ଟ ରହିଛି। ଏହି ରେଷ୍ଟୁରାଣ୍ଟରେ ରନ୍ଧାଯାଉଥିବା ତରକାରୀର ଅତ୍ୟଧିକ ବାସ୍ନା ହେବାରୁ ପଡ଼ୋଶୀ ଅତିଷ୍ଠ ହୋଇ ସ୍ଥାନୀୟ ଏକ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଏନେଇ କୋର୍ଟ ସମ୍ପୃକ୍ତ ରେଷ୍ଟୁରାଣ୍ଟ ମାଲିକଙ୍କୁ ୫୦୦ପାଉଣଣ୍ଡରେ ଦଣ୍ଡିତ କରିଥିଲେ। ଯାହା ଭାରତୀୟ ମୁଦ୍ରାରେ ୪୧ ହଜାର ୬୨୪ ଟଙ୍କାରୁ ଅଧିକ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...