Advertisment

ତରକାରୀ ବାସ୍ନା ପାଇଁ ଜରିମାନା ଦେଲେ ରେଷ୍ଟୁରାଣ୍ଟ ମାଲିକ: କେଉଁଠି ? କେମିତି ପଢନ୍ତୁ ଏହି ରିପୋର୍ଟ

ଲଣ୍ଡନ:ଅତିମାତ୍ରାରେ  ତରକାରୀ ବାସ୍ନା ପାଇଁ  ରେଷ୍ଟୁରାଣ୍ଟ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିଛି। କୋର୍ଟ ନିର୍ଦ୍ଦେଶ ଆଧାରରରେ ଏହି ଦଣ୍ଡ ମିଳିଛି।  ଅନ୍ୟ କେହି  ଦେଶର ଲୋକ ନୁହେଁ ଜଣେ ଭାରତୀୟ  ରେଷ୍ଟୁରାଣ୍ଟ ମାଲିକଙ୍କୁ ଏମିତି ତଣ୍ଡ ଗଣିବାକୁ ପଡ଼ିଛି।  ମଳିଥିବା ସୂଚନା ଅନୁଯାୟୀ, ଭାରତର ସବ୍‌ନା ଏବଂ ମହମ୍ମଦ ଖୁସି ନାମକ ଦମ୍ପତ୍ତିଙ୍କ ୟୁକେର କମ୍ବରଲେଣ୍ଡ ରୋଡ଼ରେ ଖୁସି ନାମକ ଏକ ରେଷ୍ଟୁରାଣ୍ଟ ରହିଛି। ଏହି ରେଷ୍ଟୁରାଣ୍ଟରେ ରନ୍ଧାଯାଉଥିବା ତରକାରୀର  ଅତ୍ୟଧିକ ବାସ୍ନା  ହେବାରୁ  ପଡ଼ୋଶୀ ଅତିଷ୍ଠ […]

author-image
Rakesh Mallick
ଅଦ୍ୟତନ ହୋଇଛି
ତରକାରୀ ବାସ୍ନା ପାଇଁ ଜରିମାନା ଦେଲେ ରେଷ୍ଟୁରାଣ୍ଟ ମାଲିକ: କେଉଁଠି ? କେମିତି ପଢନ୍ତୁ ଏହି ରିପୋର୍ଟ

london

ଲଣ୍ଡନ:ଅତିମାତ୍ରାରେ  ତରକାରୀ ବାସ୍ନା ପାଇଁ  ରେଷ୍ଟୁରାଣ୍ଟ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିଛି। କୋର୍ଟ ନିର୍ଦ୍ଦେଶ ଆଧାରରରେ ଏହି ଦଣ୍ଡ ମିଳିଛି।  ଅନ୍ୟ କେହି  ଦେଶର ଲୋକ ନୁହେଁ ଜଣେ ଭାରତୀୟ  ରେଷ୍ଟୁରାଣ୍ଟ ମାଲିକଙ୍କୁ ଏମିତି ତଣ୍ଡ ଗଣିବାକୁ ପଡ଼ିଛି।  ମଳିଥିବା ସୂଚନା ଅନୁଯାୟୀ, ଭାରତର ସବ୍‌ନା ଏବଂ ମହମ୍ମଦ ଖୁସି ନାମକ ଦମ୍ପତ୍ତିଙ୍କ ୟୁକେର କମ୍ବରଲେଣ୍ଡ ରୋଡ଼ରେ ଖୁସି ନାମକ ଏକ ରେଷ୍ଟୁରାଣ୍ଟ ରହିଛି। ଏହି ରେଷ୍ଟୁରାଣ୍ଟରେ ରନ୍ଧାଯାଉଥିବା ତରକାରୀର  ଅତ୍ୟଧିକ ବାସ୍ନା  ହେବାରୁ  ପଡ଼ୋଶୀ ଅତିଷ୍ଠ ହୋଇ ସ୍ଥାନୀୟ ଏକ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଏନେଇ  କୋର୍ଟ ସମ୍ପୃକ୍ତ ରେଷ୍ଟୁରାଣ୍ଟ ମାଲିକଙ୍କୁ  ୫୦୦ପାଉଣଣ୍ଡରେ ଦଣ୍ଡିତ କରିଥିଲେ। ଯାହା ଭାରତୀୟ ମୁଦ୍ରାରେ ୪୧ ହଜାର ୬୨୪ ଟଙ୍କାରୁ  ଅଧିକ ହେବ।

Advertisment