Advertisment

ଡ୍ରାଏ ଫୁଡ୍ ସ୍ୱାସ୍ଥ୍ୟ ପ୍ରତି ହିତକର

ନୂଆଦିଲ୍ଲୀ: ସୁନ୍ଦର ଓ ସୁସ୍ଥ୍ୟ ସ୍ୱାସ୍ଥ୍ୟ ପାଇଁ ଆମେ ଖାଦ୍ୟରେ କିଛି ଡ୍ରାଏ ଫୁଡ୍ ଖାଇବା ଆବଶ୍ୟକ । ଏହା ଆମ ଶରୀରରେ ଓଜନ କମାଇବା ସହ ଆମ ଶରୀରର କୋଲେଷ୍ଟ୍ରାଲ ପରିମାଣକୁ କମ୍ କରିଥାଏ। ଏହାସହ ଡ୍ରାଏ ଫୁଡ ଶରୀରକୁ ଶକ୍ତି ଦେଇଥାଏ। ଏଥିରେ ପ୍ରୋଟିନ୍, ଫାଇବର, ମିନେରାଲସ ଭରପୂର ହୋଇ ରହିଥାଏ। ଯାହାକୁ ଆମେ ସବୁ ବେଳେ ଖାଦ୍ୟରେ ସାମିଲ କରି ପାରିବା। ଆମେରିକାନ ଜେନେରାଲ ଅଫ କ୍ଲିନିକାଲ ନ୍ୟୁଟ୍ରେସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ […]

ଅଦ୍ୟତନ ହୋଇଛି
ଡ୍ରାଏ ଫୁଡ୍ ସ୍ୱାସ୍ଥ୍ୟ ପ୍ରତି ହିତକର

dry food

Advertisment

ନୂଆଦିଲ୍ଲୀ: ସୁନ୍ଦର ଓ ସୁସ୍ଥ୍ୟ ସ୍ୱାସ୍ଥ୍ୟ ପାଇଁ ଆମେ ଖାଦ୍ୟରେ କିଛି ଡ୍ରାଏ ଫୁଡ୍ ଖାଇବା ଆବଶ୍ୟକ । ଏହା ଆମ ଶରୀରରେ ଓଜନ କମାଇବା ସହ ଆମ ଶରୀରର କୋଲେଷ୍ଟ୍ରାଲ ପରିମାଣକୁ କମ୍ କରିଥାଏ। ଏହାସହ ଡ୍ରାଏ ଫୁଡ ଶରୀରକୁ ଶକ୍ତି ଦେଇଥାଏ। ଏଥିରେ ପ୍ରୋଟିନ୍, ଫାଇବର, ମିନେରାଲସ ଭରପୂର ହୋଇ ରହିଥାଏ। ଯାହାକୁ ଆମେ ସବୁ ବେଳେ ଖାଦ୍ୟରେ ସାମିଲ କରି ପାରିବା।

Advertisment

ଆମେରିକାନ ଜେନେରାଲ ଅଫ କ୍ଲିନିକାଲ ନ୍ୟୁଟ୍ରେସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଖାଇବାରେ ସବୁଦିନ କିଛି ଡ୍ରାଏ ଫୁଡ ରଖିଲେ କାଡ୍ରିୟୋବାକୁଲର ପରି ରୋଗ ହେବାର ଆଶଙ୍କାକୁ କମାଇ ଦେଇଥାଏ। ୟୁଏସର ଲାଇଫ ସାଇଡ୍ ରିସର୍ଚ୍ଚ ଅରଗାନାଜେସନ୍ ମୁଖ୍ୟ ଗବେଷକ ମିଶେଲ ଫାକ୍ କହିଛନ୍ତି ଆମ ଖାଦ୍ୟରେ କିଛି ଡ୍ରାଏ ଫୁଡ୍ ସାମିଲ କରିବା ଆବଶ୍ୟକ। ଯାହା ଆମ ଶରୀର କୋଲେଷ୍ଟ୍ରାଲ, ଟ୍ରାଇଗ୍ଲେସରାଇଡ ଓ ଏଲଡିଏଲ କୋଲେଷ୍ଟ୍ରାଲ ପରମାଣ କମ୍ କରିଥାଏ। ଯଦି ଆମେ ପ୍ରତିଦିନ ଖାଦ୍ୟରେ ୬୦ ଗ୍ରାମ ଡ୍ରାଇଫୁଡ୍ ସାମିଲ କରିବା ତାହାହେଲେ ହୃଦରୋଗ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ୍ ଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe