ରାତିପାହିଲେ ଭାଙ୍ଗି ଯିବ ଘର: ସଜାଡ଼ି ନିଅନ୍ତୁ ସମ୍ପର୍କର ଡୋର

ବିବାହ ଜନ୍ମ ଜନ୍ମାନ୍ତରର ବନ୍ଧନ। ପତ୍ନୀ ଓ ପରିବାର ସହ ସମସ୍ତେ ଖୁସିରେ ରହିବାକୁ ଚାହିଁଥାନ୍ତି। ଏଥିପାଇଁ ସମସ୍ତେ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ଏକ ଦମ୍ପତି ଖୁସିରେ ରହୁଥିବା ସମସ୍ତଙ୍କୁ ଦେଖା ଯାଉଥିଲେ ମଧ୍ୟ ଏମିତି କିଛି କାରଣ ରହିଛି ଯାହା ସେମାନଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଛିନ୍ନ କରି ଦେଇଥାଏ। ପତିପତ୍ନୀ ନିଜ ସମ୍ପର୍କ ହସଖୁସିରେ ଆରମ୍ଭ କରିଥିଲେ ମଧ୍ୟ ଜୀବନଚକ୍ରରେ ଏମିତି ବହୁତ ଘଟଣା ଘଟିଥାଏ ଯାହାଦ୍ୱାରା ସେମାନେ ପରସ୍ପରଠାରୁ ଦୂରେଇବାକୁ ଲାଗିଥାନ୍ତି। […]

sexlife

sexlife

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 06:48 PM IST

Sports

Latest News

ବିବାହ ଜନ୍ମ ଜନ୍ମାନ୍ତରର ବନ୍ଧନ। ପତ୍ନୀ ଓ ପରିବାର ସହ ସମସ୍ତେ ଖୁସିରେ ରହିବାକୁ ଚାହିଁଥାନ୍ତି। ଏଥିପାଇଁ ସମସ୍ତେ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ଏକ ଦମ୍ପତି ଖୁସିରେ ରହୁଥିବା ସମସ୍ତଙ୍କୁ ଦେଖା ଯାଉଥିଲେ ମଧ୍ୟ ଏମିତି କିଛି କାରଣ ରହିଛି ଯାହା ସେମାନଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଛିନ୍ନ କରି ଦେଇଥାଏ। ପତିପତ୍ନୀ ନିଜ ସମ୍ପର୍କ ହସଖୁସିରେ ଆରମ୍ଭ କରିଥିଲେ ମଧ୍ୟ ଜୀବନଚକ୍ରରେ ଏମିତି ବହୁତ ଘଟଣା ଘଟିଥାଏ ଯାହାଦ୍ୱାରା ସେମାନେ ପରସ୍ପରଠାରୁ ଦୂରେଇବାକୁ ଲାଗିଥାନ୍ତି। ଏମିତି ବି ହୋଇଥାଏ ଖୁସିରେ ରହୁଥିବା ଦମ୍ପତି ହଠାତ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥାନ୍ତି। ଯାହା କେବଳ ଦମ୍ପତିଙ୍କ ଉପରେ ନୁହେଁ ତାଙ୍କ ପରିବାର ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ବୈବାହିକ ଜୀବନରେ ଏମିତି ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦମ୍ପତି ସରସ୍ପରଠାରୁ ଅଲଗା ହେବା ଶେଷ ପନ୍ଥା ବୋଲି ଭାବି ନେଇଥାନ୍ତି ବୋଲି ମୁମ୍ବାଇର କାଉନସିଲର ଅନିତା ସିଂହ କହିଛନ୍ତି। ଏପରି ସମସ୍ୟା ଦେଇ ଗତି କରୁଥିବା ଡର୍ଜନରୁ ଅଧିକ ଦମ୍ପତିଙ୍କୁ ଅନିତା ପୁଣି ଭଲରେ ରହିବାକୁ ବାଟ ଦେଖାଇଛନ୍ତି।

ସେହିପରି କୋଲକାତାର ଜଣେ ଫିଜିଓଲୋଜିଷ୍ଟ ତଥା କାଉନସିଲ ପି. ସେନ୍‌ଗୁପ୍ତା କହିଛନ୍ତି,“ବହୁ ଦମ୍ପତି ଖୁସିରେ ରହିବାକୁ ସତ ଚେଷ୍ଟା କରୁଥିଲେ ମଧ୍ୟ ବିଭିନ୍ନ କାରଣରୁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥାନ୍ତି।”

ମୁଖ୍ୟତଃ ୧୦ଟି ଖରାପ ଅଭ୍ୟାସ ବିବାହ ବିଚ୍ଛେଦ ପାଇଁ ଦାୟୀ ରହିଥିଏ। ଯାହା ଦମ୍ପତିଙ୍କ ମଧ୍ୟରେ ଦୂରତ୍ୱ ବଢାଇ ଦେଇଥାଏ।

୧. ବହୁ ସମୟରେ କୌଣସି କଥାରେ ପତିପତ୍ନୀ ଏକମତ ହୋଇପାରି ନ ଥାନ୍ତି। ସେମାନେ ନିଜ ଭାବନାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। କିଛିଦିନ ଏପରି ସ୍ଥିତି ଲାଗି ରହିଲେ ଏହା ସେମାନଙ୍କ ମଧ୍ୟରେ ଦୂରତ୍ୱ ବଢାଇ ଦେଇଥାଏ। ଯାହା ପରବର୍ତ୍ତୀ ସମୟରେ ବିବାହ ବିଚ୍ଛେଦରେ ଶେଷ ହୋଇଥାଏ। ଏପରି ସମସ୍ୟା ସମାଧାନର ଏକମାତ୍ର ଉପାୟ ହେଉଛି ନିଜ ଜୀବନ ସାଥୀଙ୍କୁ ଯଥା ସମ୍ଭବ ଗୁରୁତ୍ୱ ଦେବା।

୨.  ସବୁ ଲୋକଙ୍କର କିଛି ନା କିଛି ଏମିତି ଆବଶ୍ୟକତା ରହିଛି ଯାହା ସେମାନଙ୍କ ଜୀବନ ସାଥୀ ପୂରଣ କରନ୍ତୁ ବୋଲି ସେମାନେ ଚାହିଁଥାନ୍ତି। ହେଲେ ସେମାନେ ପରସ୍ପରକୁ ନିଜ ଆବଶ୍ୟକତା କହିପାରି ନ ଥାନ୍ତି। ଏପରି ସ୍ଥିତିରେ ଆପଣଙ୍କ ସାଥୀ ଆପଣଙ୍କ ପାଖରୁ କ’ଣ ଆଶା କରୁଛନ୍ତି ଜାଣିବାକୁ ଚେଷ୍ଟା କରନ୍ତୁ। ଏହା ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ସହାୟକ ହେବ।

୩. ବେଳେ ବେଳେ ଅନ୍ୟ କାମରେ ବ୍ୟସ୍ତ ରହି ଜଣେ ଅନ୍ୟ ଜଣଙ୍କୁ ସମୟ ଦେଇପାରି ନ ଥାନ୍ତି। ବିଶେଷ କରି ପିଲାମାନଙ୍କ ପ୍ରତି ଅଧିକ ଯତ୍ନବାନ ହୋଇ ନିଜ ଜୀବନ ସାଥୀ କଥା ଭୁଲି ଯାଇଥାନ୍ତି। ଯାହା ସେମାନଙ୍କ ମଧ୍ୟରେ ଦୂରତ୍ୱ ବଢାଇ ଦେଇଥାଏ। ଏପରି ସ୍ଥିତିରେ ଯେତେବେଳେ ବି ସମୟ ପାଉଛନ୍ତି ନିଜ ପତି କିମ୍ବା ପତ୍ନୀଙ୍କ କଥା ବୁଝନ୍ତୁ।

୪. ବିଭିନ୍ନ ସମୟରେ ସମ୍ମୁଖୀନ ହେଉଥିବା ସତ୍ୟରୁ ଜଣେ ଅନ୍ୟ ଜଣଙ୍କଠାରୁ ଲୁଚାଇ ରଖିବାକୁ ଚେଷ୍ଟା କରିଥାନ୍ତି। ଯାହା ସେମାନଙ୍କ ମଧ୍ୟ ଦୂରତ୍ୱ ବଢାଇ ଦେଇଥାଏ। ଏପରି ସ୍ଥିତିର ସମ୍ମୁଖୀନ ହେଲେ ସତ୍ୟଠାରୁ ଦୂରେଇ ନ ଯାଇ ଏହାକୁ ସମ୍ମୁଖୀନ ହୋଇ ସମସ୍ୟାର ସମାଧାନ କରନ୍ତୁ।

୫. ଦମ୍ପତି ସବୁବେଳେ ନିଜ ମଧ୍ୟରେ ଉତ୍ତମ ଯୋଗାଯୋଗ ରଖିବା ଆବଶ୍ୟକ। ବହୁ ସମୟରେ ଯୋଗାଯୋଗର ଅଭାବ ସମସ୍ୟା ସୃଷ୍ଟି କରିଥାଏ।

୬. ବହୁ ସମୟରେ ଲୋକେ ଚିନ୍ତାଗ୍ରସ୍ତ ରହିଥାନ୍ତି। ଏହି ଚିନ୍ତା ବଡ଼ କି ଛୋଟ ହୋଇଥାଉ ଏହା ଦମ୍ପତିଙ୍କ ମଧ୍ୟରେ ଦୂରତ୍ୱ ବଢାଇବାର ଏକ ମୁଖ୍ୟ କାରଣ। ହେଲେ ଏପରି କିଛି ଚିନ୍ତା ନାହିଁ, ଯେଉଁଥିରୁ ମୁକ୍ତି ମିଳିପାରିବ ନାହିଁ। ଯଥା ସମ୍ଭବ ଚିନ୍ତାମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।

୭. ବହୁ ସମୟରେ ନିଜେ ଚାହୁଁ ଥିବା କଥାକୁ ପତି କିମ୍ବା ପତ୍ନୀ ବଳ ପୂର୍ବକ ଅନ୍ୟ ଉପରେ ଲଦି ଦେବାକୁ ଚେଷ୍ଟା କରିଥାନ୍ତି। ଏହା ଦମ୍ପତିଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି କରିଥାଏ। ଏପରି ନ କରି ଆପଣ ଚାହୁଁଥିବା କଥାର ମହତ୍ୱ କେତେ ଓ ଏହା ଆପଣଙ୍କ ପାଇଁ କେତେ ଆବଶ୍ୟକ ନିଜ ସାଥୀଙ୍କ ସହ ଆଲୋଚନା କରି ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ ସମ୍ପର୍କ ଅଧିକ ଦୃଢ଼ ହୋଇଥାଏ।

୮. ଜଣେ ଅନ୍ୟକୁ ଅବହେଳା କରିବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। କେବେ ବି ନିଜ ପତି କିମ୍ବା ପତ୍ନୀଙ୍କୁ ଅବହେଳା କରନ୍ତୁ ନାହିଁ। ଯଥା ସମ୍ଭବ ତାଙ୍କ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରନ୍ତୁ।

୯. ବେଳେ ବେଳେ ଆପଣ ଚାହୁଁ ଥିବା ଦ୍ରବ୍ୟ ନିଜ ସାଥୀଙ୍କ ପାଖରୁ ନ ପାଇଲେ ନିଜକୁ ଅପମାନିତ ମନେ କରନ୍ତି। ଆପଣ ଚାହୁଁଥିବା ଦ୍ରବ୍ୟ ଯେନତେନ ପ୍ରକାରେ ଆପଣଙ୍କ ସାଥୀ ଦେବେ ବୋଲି ଭାବିବା ଓ ପାଇବାକୁ ଚେଷ୍ଟା କରିବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଏପରି କରିବାରୁ ଦୂରେଇ ରୁହନ୍ତୁ।

୧୦. ବହୁ ସମୟରେ ଆପଣଙ୍କ ସାଥୀଙ୍କ କାର୍ଯ୍ୟ ଆପଣଙ୍କୁ ଭଲ ଲାଗେ ନାହିଁ। ଏଥିପାଇଁ ଆପଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ। ଏପରିକି ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥାଏ। ବହୁ ସମୟରେ କଥା ଆଗକୁ ବଢି ଯାଇଥାଏ। ଯାହା ସମ୍ପର୍କରେ ଦୂରତ୍ୱ ବଢାଇ ଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story