ସୁଖମୟ ହେଉନି ବୈବାହିକ ଜୀବନ: ଥରେ ପରଖି ନିଅନ୍ତୁ ଆପଣଙ୍କ ଘରର ବାସ୍ତୁ

ବିବାହ ପରେ ମିଳନକୁ ନେଇ ଦମ୍ପତ୍ତିଙ୍କ ଭିତରେ ବିଭିନ୍ନ ସମସ୍ୟା ଉପୁଜିଥାଏ। ଏପରିକି ଉଭୟଙ୍କ ମଧ୍ୟରେ ଝଡ଼ ସୃଷ୍ଟି ହୋଇଥାଏ। ହେଲେ ଜଣାପଡିଛି ଯେ ବାସ୍ତୁ ବି  ସୁଖି ସଂସାର ଓ ସେକ୍ସ ଲାଇଫ ପାଇଁ  ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତେବେ ଏକ ସୁନ୍ଦର ଯୌନ ଜୀବନ ପାଇଁ ବାସ୍ତୁଶାସ୍ତ୍ରର କେଉଁସବୁ ଦିଗ ଉପରେ ଧ୍ୟାନ ଦେବେ। ୧-ଦକ୍ଷିଣ ପଶ୍ଚିମ ଦିଗରେ ଯେଉଁ କୋଠରୀ ଅଛି ତାହାକୁ  ଆପଣ ବେଡରୁମ୍‌ ଭାବେ ଚୟନ କରନ୍ତୁ । ଫଳରେ […]

vastu-bedroom-romance-

vastu-bedroom-romance-

Rakesh Mallick
  • Published: Tuesday, 28 March 2017
  • Updated: 28 March 2017, 07:25 PM IST

Sports

Latest News

ବିବାହ ପରେ ମିଳନକୁ ନେଇ ଦମ୍ପତ୍ତିଙ୍କ ଭିତରେ ବିଭିନ୍ନ ସମସ୍ୟା ଉପୁଜିଥାଏ। ଏପରିକି ଉଭୟଙ୍କ ମଧ୍ୟରେ ଝଡ଼ ସୃଷ୍ଟି ହୋଇଥାଏ। ହେଲେ ଜଣାପଡିଛି ଯେ ବାସ୍ତୁ ବି  ସୁଖି ସଂସାର ଓ ସେକ୍ସ ଲାଇଫ ପାଇଁ  ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତେବେ ଏକ ସୁନ୍ଦର ଯୌନ ଜୀବନ ପାଇଁ ବାସ୍ତୁଶାସ୍ତ୍ରର କେଉଁସବୁ ଦିଗ ଉପରେ ଧ୍ୟାନ ଦେବେ।

୧-ଦକ୍ଷିଣ ପଶ୍ଚିମ ଦିଗରେ ଯେଉଁ କୋଠରୀ ଅଛି ତାହାକୁ  ଆପଣ ବେଡରୁମ୍‌ ଭାବେ ଚୟନ କରନ୍ତୁ । ଫଳରେ ଏହା ଆପଣଙ୍କ ସେକ୍ସୁଆଲ ଲାଇଫରେ ମଧୁରତା ଭରି ଦେବ।

୨- ବେଡରୁମ୍‌ର ଉତ୍ତର-ପୂର୍ବ ଦିଗରେ ତାଜା ଫୁଲ ରଖିନ୍ତୁ । ଏହା ସମ୍ଭୋଗ ଇଛାକୁ ବୃଦ୍ଧି କରିଥାଏ ।

୩-ଯଦି ନିୟମିତ ସେକ୍ସ ଲାଇଫକୁ ଆପଣ ଆନନ୍ଦିତ କରିବାକୁ ଚାହୁଁଛନ୍ତି ତେବେ ବେଡରୁମ୍‌ର ଦକ୍ଷିଣ ପଶ୍ଚିମ ଦିଗରେ ଦୁଇଟି ଲାଲ ରଙ୍ଗର କ୍ୟାଣ୍ଡେଲ ରଖନ୍ତୁ ।

୪- ବେଡରୁମ୍‌କୁ ସର୍ବଦା ସଫା ସୁତୁରା ଓ ସଜେଇ ରଖିବା ଦ୍ୱାରା ଆପଣଙ୍କ ସେକ୍ସ ଲାଇଫ ଅଧିକ ଆନନ୍ଦିତ ହୋଇପାରିବ ।

୫-ବେଡରୁମ୍‌କୁ ଏପରି ଭାବେ ବାଛନ୍ତୁ ଯେଉଁଠି, ପବନ ଯାତାୟତ କରିପାରୁଥିବ। ଫଳରେ ସମ୍ଭୋଗ ପାଇଁ ଇଛା ଦ୍ୱିଗୁଣିତ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos