vastu-bedroom-romance-
ବିବାହ ପରେ ମିଳନକୁ ନେଇ ଦମ୍ପତ୍ତିଙ୍କ ଭିତରେ ବିଭିନ୍ନ ସମସ୍ୟା ଉପୁଜିଥାଏ। ଏପରିକି ଉଭୟଙ୍କ ମଧ୍ୟରେ ଝଡ଼ ସୃଷ୍ଟି ହୋଇଥାଏ। ହେଲେ ଜଣାପଡିଛି ଯେ ବାସ୍ତୁ ବି ସୁଖି ସଂସାର ଓ ସେକ୍ସ ଲାଇଫ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତେବେ ଏକ ସୁନ୍ଦର ଯୌନ ଜୀବନ ପାଇଁ ବାସ୍ତୁଶାସ୍ତ୍ରର କେଉଁସବୁ ଦିଗ ଉପରେ ଧ୍ୟାନ ଦେବେ।
୧-ଦକ୍ଷିଣ ପଶ୍ଚିମ ଦିଗରେ ଯେଉଁ କୋଠରୀ ଅଛି ତାହାକୁ ଆପଣ ବେଡରୁମ୍ ଭାବେ ଚୟନ କରନ୍ତୁ । ଫଳରେ ଏହା ଆପଣଙ୍କ ସେକ୍ସୁଆଲ ଲାଇଫରେ ମଧୁରତା ଭରି ଦେବ।
୨- ବେଡରୁମ୍ର ଉତ୍ତର-ପୂର୍ବ ଦିଗରେ ତାଜା ଫୁଲ ରଖିନ୍ତୁ । ଏହା ସମ୍ଭୋଗ ଇଛାକୁ ବୃଦ୍ଧି କରିଥାଏ ।
୩-ଯଦି ନିୟମିତ ସେକ୍ସ ଲାଇଫକୁ ଆପଣ ଆନନ୍ଦିତ କରିବାକୁ ଚାହୁଁଛନ୍ତି ତେବେ ବେଡରୁମ୍ର ଦକ୍ଷିଣ ପଶ୍ଚିମ ଦିଗରେ ଦୁଇଟି ଲାଲ ରଙ୍ଗର କ୍ୟାଣ୍ଡେଲ ରଖନ୍ତୁ ।
୪- ବେଡରୁମ୍କୁ ସର୍ବଦା ସଫା ସୁତୁରା ଓ ସଜେଇ ରଖିବା ଦ୍ୱାରା ଆପଣଙ୍କ ସେକ୍ସ ଲାଇଫ ଅଧିକ ଆନନ୍ଦିତ ହୋଇପାରିବ ।
୫-ବେଡରୁମ୍କୁ ଏପରି ଭାବେ ବାଛନ୍ତୁ ଯେଉଁଠି, ପବନ ଯାତାୟତ କରିପାରୁଥିବ। ଫଳରେ ସମ୍ଭୋଗ ପାଇଁ ଇଛା ଦ୍ୱିଗୁଣିତ ହେବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/03/vastu-bedroom-romance-.jpg)